Latest Odisha News

BREAKING NEWS

ଏକାନ୍ତବାସରେ ଗଲେ ବାହୁବଳୀ ଷ୍ଟାର ପ୍ରଭାସ

ମାଡ୍ରାସ:କରୋନା ଭାଇରାସ ନେଇ କେତେକ ସେଲିବ୍ରେଟିଙ୍କୁ ଛାଡିଦେଲେ ଅନ୍ୟମାନେ ପ୍ରଶଂସନୀୟ ପଦକ୍ଷେପ ନେଉଛନ୍ତି । ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ବାହୁବଳୀ ଷ୍ଟାର ପ୍ରଭାସଙ୍କ ନିକଟରେ । ପ୍ରଭାସ ତାଙ୍କର ଏକ ଫିଲ୍ମ ଶୁଟିଂ ନେଇ ବିଦେଶ ଯାଇଥିଲେ । ସେଠାରୁ ସେ ସ୍ୱଦେଶ ପ୍ରତ୍ୟାବର୍ତନ…

କ୍ୟାବିନେଟ ବୈଠକରେ ସଂଶୋଧିତ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସଂଶୋଧିତ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର(ଇଏମସି ୨.୦) ଯୋଜନା ପାଇଁ ଆର୍ଥିକ ସହାୟତାକୁ ମଞ୍ଜୁରୀ ମିଳିଛି । ଏହାର ଉଦ୍ଦେଶ୍ୟ ଇଲେକ୍ଟ୍ରୋନିକ ବିନିର୍ମାଣ କ୍ଲଷ୍ଟର ଗୁଡିକୁ ବିଶ୍ୱସ୍ତରୀୟ…

ଆଶ୍ୱସ୍ତି: କନିକା ସଂସ୍ପର୍ଶରେ ଆସିଥିବା ୫୦ଜଣଙ୍କ ମଧ୍ୟରୁ ୪୫ଙ୍କ ରିପୋର୍ଟ ନେଗେଟିଭ୍‌

ଲକ୍ଷ୍ନୌ:ସେଲିବ୍ରେଟି ଗାୟିକା କନିକା କାପୁରଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ କୋରନା ଭାଇରସରେ ଆକ୍ରାନ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ଶନିବାର ମିଳିଥିବା ରିପୋର୍ଟ ମୁତାବକ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ ଜଣଙ୍କ ମଧ୍ୟରୁ ୪୫ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏଥିରେ ରାଜସ୍ଥାନର…

ଆୟୁଷ୍ମାନ ମିଶନରେ ସାମିଲ ହେବ ଆୟୁଷ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର

ନୂଆଦିଲ୍ଲୀ: ଆୟୁଷ୍ମାନ ମିଶନର ଆୟୁଷ୍ମାନ ଭାରତରେ ସାମିଲ ହେବ ଆୟୁଷ ସ୍ୱସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବ କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି । ଆୟୁଷ ସ୍ୱସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରକୁ ଆୟୁଷମାନ ମିଶନରେ ଅନ୍ତର୍ଭୁକ୍ତ କରିବାକୁ…

କରୋନା କଟକଣା: ଅଯୋଧ୍ୟା ରାମନବମୀ ଉତ୍ସବରେ ବାହାର ଲୋକଙ୍କ ପ୍ରବେଶ ମନା

ଲକ୍ଷ୍ନୌ: ଅଯୋଧ୍ୟାର ରାମନବମୀ ଉତ୍ସବରେ ଲାଗିଲା କରୋନା କଟକଣା । ଏଠି ବାହାର ଲୋକଙ୍କ ପ୍ରବେଶକୁ ବ୍ୟାନ୍ କରାଯାଇଛି । ଏନେଇ ୟୁପି ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । କରୋନା ଭୂତାଣୁକୁ ଆଖି ଆଗରେ ରଖି ପ୍ରଶାସନ କଡା କଟକଣା ଲଗାଇଛନ୍ତି । ଆଯୋଧ୍ୟାରେ ଆସନ୍ତା ୨୫ରୁ ଏପ୍ରିଲ ୨…

ପୁଣି କରୋନା ପ୍ରଭାବିତ ଦେଶରୁ ହେବ ଭାରତୀୟଙ୍କ ଉଦ୍ଧାର; ରୋମ ଅଭିମୁଖେ ଯାତ୍ରା କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସ ସଙ୍କଟ ମଧ୍ୟରେ ଇଟାଲୀର ରୋମରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ୭୮୭ ଡିମଲାଇନର ବିମାନ ଶନିବାର ଅପରାହ୍ନରେ ରୋମ ଯାତ୍ରା କରିଛି । ଏୟାର ଇଣ୍ଡିଆ ଭାରତୀୟଙ୍କୁ ଧରି ରବିବାର ସକାଳେ ସ୍ୱଦେଶ ଫେରିବ । ଆସନ୍ତାକାଲି ଠାରୁ…

ଔଷଧ ଏବଂ ଚିକିତ୍ସା ଉପକରଣ ପାଇଁ ୧୪ ହଜାର କୋଟି ଟଙ୍କା ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ସହ ମୁକାବିଲା କରିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଦେଶରେ ଔଷଧ ଏବଂ ମେଡିକାଲ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୧୪ ହଜାର କୋଟି ଟଙ୍କା ମଂଜୁରୀ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍…

“ଜନତା କର୍ଫ୍ୟୁ”ରେ ସୋନୁ ନିଗମଙ୍କ ଅନ୍‌ଲାଇନ୍ କନସର୍ଟ

ମୁମ୍ବାଇ: ଜନତା କର୍ଫ୍ୟୁରେ ଜନତାଙ୍କୁ ଉତ୍ସାହିତ କରିବା ପାଇଁ ସୋନୁ ନିଗମ କରିବେ ଅନ୍‌ଲାଇନ୍ କନସର୍ଟ । କରୋନା ଭାଇରସର ପ୍ରଭାବରେ ସୋନୁଙ୍କର ଏକାଧିକ କନସର୍ଟ ବାତିଲ ହୋଇଥିଲା । https://t.co/xNUyP7LaGZ — Sonu Nigam Forum (@SonuNigamForum) March 21, 2020 ଏହା…

କାଲିଠୁ ସପ୍ତାହ ଯାଏଁ ରାଜ୍ୟରେ ଲକ୍ ଡାଉନ, ତେବେ କ’ଣ ଖୋଲା ରହିବ ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ । ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏନେଇ ସେ ବଡ ପଦକ୍ଷେପ ନେଇଛନ୍ତି । ଆସନ୍ତାକାଲି ଠାରୁ ଏକ ସପ୍ତାହ ଯାଏଁ ୫ ଜିଲ୍ଲା ଓ ୭ ସହର ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କୋଭିଡ-୧୯: କ୍ୱାରେଣ୍ଟାଇନ ପ୍ରୋଟୋକଲ ଭାଙ୍ଗିଲେ ଭାରତୀୟ ମହିଳା ବକ୍ସର ମେରିକମ୍

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଦ୍ୱାରା ଜାରି ହୋଇଥିବା ୧୪ ଦିନିଆ କ୍ୱାରେଣ୍ଟାଇନ ପ୍ରୋଟୋକଲକୁ ଭାରତୀୟ ମହିଳା ବକ୍ସର ତଥା ରାଜ୍ୟସଭା ସଦସ୍ୟ ମେରିକମ୍ ଅମାନ୍ୟ କରିଛନ୍ତି । ମେରିକମ୍ ମାର୍ଚ୍ଚ ୧୩ ତାରିଖରେ ଇଟାଲୀ ଓ ଜୋର୍ଡାନରୁ ଫେରିଥିଲେ । ଏହାପରେ ସେ…