ବାଲେଶ୍ୱରରେ ‘ଅଭ୍ୟାସ’ର ସଫଳ ପରୀକ୍ଷଣ
ଭୁବନେଶ୍ୱର: ବାଲେଶ୍ୱରର ଚାନ୍ଦିପୁରରେ ହାଇସ୍ପିଡ ଏକ୍ସପେଣ୍ଡେବଲ୍ ଏରିୟଲ୍ ଟାରଗେଟ୍ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ଉତକ୍ଷେପଣ ହୋଇଥିଲା ।
‘ଅଭ୍ୟାସ’ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ ।…