କରୋନା ଭୟ: ଘର ବାହୁଡା ହେଉଛନ୍ତି ଦାଦନ ଶ୍ରମିକ; ଜିଲ୍ଲା ପ୍ରଶାସନ ତରଫରୁ ଚିହ୍ନଟ ପ୍ରକ୍ରିୟା ଜାରି
କଳାହାଣ୍ଡି: ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ସେଥିପାଇଁ ସାରା ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କଟକଣା ଲଗାଯାଇଛି । ଯାହା ଫଳରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ପଶ୍ଚିମ ଓଡିଶାର ଦାଦନ ଶ୍ରମିକ ହଜାର ହଜାର…