Latest Odisha News

BREAKING NEWS

ଜଳକ୍ରୀଡ଼ା ହେଲା କାଳ: ପାଣିରେ ବୁଡି ପ୍ରାଣ ହରାଇଲେ ୨ ନାବାଳକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ପାଣିରେ ବୁଡି ପ୍ରାଣ ହରାଇଛନ୍ତି ୨ ନାବାଳକ । ବାଂଶଡା ଥାନା ମଝିସାହିର ଜଗନ ମହାଳିକ(୯) ଓ ମନୋଜ ମହାଳିକ(୧୨) ଏକ କେନାଲରେ ଗାଧୋଇବାକୁ ଯାଇ କେନାଲ ପାଣିରେ ବୁଡିଯାଇ ପ୍ରାଣ ହରାଇଥିବା ସୁଚନା ମିଳିଛି । ଆଜି…

କରୋନା ମହାମାରୀକୁ ପରାସ୍ତ କଲେ ୯୧ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର: କରୋନା ମହାମାରୀ ସହ ଯୁଦ୍ଧ କରି ପରାସ୍ତ କରିଛନ୍ତି ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ। ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ ଏବଂ…

ମା’ ବିରଜାଙ୍କ ଶାରଦୀୟ ପୂଜାତ୍ସୋବର ଚୂଡ଼ାନ୍ତ କାର୍ଯ୍ୟସୂଚୀ…

ଯାଜପୁର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସେପ୍ଟେମ୍ୱର ୧୦ ତାରିଖ ଗୁରୁବାର ମୂଳାଷ୍ଟମୀ ଦିନ, ମା’ ବିରଜାଙ୍କ ଘଟ ନିମଜ୍ଜନ ଏବଂ ରାତ୍ର ଘ. ୮.୨୧ ମିନିଟ୍ ରୁ ଘ. ୯.୦୮ ମିନିଟ୍ ମଧ୍ୟେ ଦେବୀଙ୍କର ମହାସ୍ନାନ…

ବିଜ୍ଞାନ ଖେଳ : ରଙ୍ଗରୁ ରଙ୍ଗ ଅଲଗା କର

ଆମ ଚାରିପାଖରେ ଭଳିକି ଭଲି ରଙ୍ଗ । ପୁଣି କଲର ବକ୍ସରେ ବି କେତେପ୍ରକାର ରଙ୍ଗ । ଏସବୁ ରଙ୍ଗକୁ ମିଶାଇ ଆମେ ଅନେକ ପ୍ରକାର ଚିତ୍ର କରୁ । ପୁଣି କଲର୍ ବକ୍ସରେ ଯେଉଁ ରଙ୍ଗ ନଥାଏ , ସେହି ରଙ୍ଗ ପାଇବା ଲାଗି ଆମେ ଦୁଇ ବା ତିନି ପ୍ରକାର ରଙ୍ଗ ମିଶାଏ । ପ୍ରକୃତି ବି ଠିକ୍ ସେମିତି କରିଥାଏ ।…

ନଦୀକୁ ଖସିପଡ଼ିଲା ୩୦ ଜଣ ଯବାନଙ୍କୁ ନେଇ ଯାଉଥିବା ବସ୍

ବିଜାପୁର: ନଦୀ ଗର୍ଭକୁ ଖସିପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌ । ଛତିଶଗଡ଼ ବିଜାପୁର ଅଞ୍ଚଳରେ ନକ୍ସଲ ବିରୋଧି ଅପରେସନ୍ ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଡିଆରଜି ଯବାନଙ୍କ ଗାଡ଼ି। ଏହି ବସରେ ପାଖାପାଖି ୩୦ ଜଣ ଯବାନ ଥିବା ବେଳେ ସୌଭାଗ୍ୟ ବଶତଃ ଏମାନେ ସମସ୍ତେ…

କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ; ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

କଟକ: କଟକ ସ୍ଥିତ ଜଗତପୁର କୋଭିଡ୍ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ । ପ୍ରାପ୍ତ ସୂଚନାନୁଯାୟୀ, ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ଅଗ୍ନିଶମ ବିଭାଗ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ…

ଯୌତୁକ ପାଇଁ ବଧୂ ହତ୍ୟା; ପୋଲିସ ବାବୁଙ୍କ ପୁଅ ଗିରଫ

ଭୁବନେଶ୍ୱର: ଯୌତୁକ ପାଇଁ ନବବଧୂକୁ ହତ୍ୟା କରିବା ଅଭିଯୋଗରେ ତମାଣ୍ଡୋ ଥାନାର ଜଣେ ହାବିଲଦାରଙ୍କ ପୁଅକୁ ପୋଲିସ ସୋମବାର ଦିନ ଗିରଫ କରିଛି। ଅଭିଯୁକ୍ତ ଜଣକ ଜାମିନୀ ଗୋଚ୍ଛାୟତ ବୋଲି ଜଣାପଡିଛି। ମୃତକ ବନ୍ଦନା ଜେନାଙ୍କ ପରିବାରର ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଉକ୍ତ…

ଅନୁରାଗଙ୍କ ସପକ୍ଷରେ ବାହାରିଲେ ତାଙ୍କ ୨ ପୂର୍ବତନ ପତ୍ନୀ, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ୨ ପୂର୍ବତନ ପତ୍ନୀ ଆରତୀ ବଜାଜ ଏବଂ କଲକି କୋଚଲିନ ତାଙ୍କ ସପକ୍ଷରେ ସ୍ୱର ଉଠାଇଛନ୍ତି । ଅନୁରାଗଙ୍କ ବିରୁଦ୍ଧରେ ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା #MeToo ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏହି ଦୁହେଁ । ଅନୁରାଗଙ୍କ ଦ୍ୱିତୀୟ ପତ୍ନୀ…

ବଜ୍ରପାତ ସହ ବର୍ଷା ଆଶଙ୍କା; ୨୫ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୨୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ମାଲକାନଗିରି,…

ଓଡିଶାର ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓଡିଶାର ନୂଆପଡା, ବରଗଡ, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ଦେବଗଡ ଓ ଝାରସୁଗୁଡ଼ା ଭଳି  ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ‌ରେ ଆଜି …