ଆମେରିକା ପରେ ରୁଷିଆ ଭ୍ୟାକସିନ୍ ପରୀକ୍ଷଣ ଆରମ୍ଭ କଲା
ମସ୍କୋ: ଆମେରିକା ପରେ ରୁଷିଆ କରୋନା ଭ୍ୟାକସିନ୍ ପରୀକ୍ଷଣ ଆରମ୍ଭ କରିଛି । ଋଷ୍ରେ ଏବେ ୧୧୪ ଜଣ କରୋନା ଦ୍ୱାରା ଆକ୍ରାନ୍ତ । ଋଷ୍ରେ ଏକ ସରକାରୀ ବାୟୋଟେକ୍ ଲାବୋରେଟୋରୀର ମୁଖ୍ୟ ଜୁନ୍ ସୁଦ୍ଧା ଏହି ଟୀକା ଅନ୍ୟମାନଙ୍କ ବ୍ୟବହାର ପାଇଁ ଉପଯୋଗୀ ହେବ ବୋଲି ସୂଚନା ଦେଇଛନ୍ତି । ଋଷ୍ର…