Latest Odisha News

BREAKING NEWS

ଭାରତରେ ୬୩କୁ ବୃଦ୍ଧି ହେଲା କରୋନା ପରୀକ୍ଷା କେନ୍ଦ୍ର, ଜାଣନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ: ଭାରତରେ ଏବେ ସୁଦ୍ଧା କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଲାଣି । ଦେଶରେ ଆଜି ସୁଦ୍ଧା ୩ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଭାରତରେ କରୋନାଭାଇରସର ପରୀକ୍ଷା କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ଦେଶରେ ଏବେ ୬୩ଟି ପରୀକ୍ଷା କେନ୍ଦ୍ରରେ କରୋନା…

ମାଟ୍ରିକ ଖାତା ମୂଲ୍ୟାଙ୍କନ ପ୍ରକିୟା ଲାଗି ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସ ଆତଙ୍କ ଜାରି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ଓଡିଶାରେ ମାଟ୍ରିକ ଖାତା ମୂଲ୍ୟାଙ୍କନ ଆରମ୍ଭ ହେବାକୁ ଯାଉଛି । ଯେଉଁଥିପାଇଁ ଆସନ୍ତାକାଲି ତଥା ମାର୍ଚ୍ଚ ୧୮ ତାରିଖରେ ବିଭିନ୍ନ ଖାତା ଦେଖା କେନ୍ଦ୍ରରେ ଆସି ପହଞ୍ଚିବେ ମୂଲ୍ୟାଙ୍କନକାରୀ ।…

ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ: ମନ୍ତ୍ରୀ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ । କରୋନା ମୁକାବିଲା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ଟେଷ୍ଟକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ସେହିପରି ପ୍ରତ୍ୟେକ ଆର୍‌ଟିଓ କେନ୍ଦ୍ରରେ ୫୦ରୁ ଅଧିକ ଲୋକେ ରହିପାରିବେ ନାହିଁ । ଏନେଇ…

କରୋନା ଆତଙ୍କ: ଓଡ଼ିଶାରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନଥିବା କହିଲେ ମନ୍ତ୍ରୀ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ଯୋଗୁଁ ଏବେ ଓଡ଼ିଶାର ଜନସାଧାରଣ ଆତଙ୍କିତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଲାଗିଛନ୍ତି । ଏନେଇ ରାଜ୍ୟ ସରକାର ମଙ୍ଗଳବାର ଦିନ କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଷ୍ଟକ୍ ରହିଛି । ଗଣମାଧ୍ୟମକୁ ସୂଚନାଦେଇ ରାଜ୍ୟ ଖାଦ୍ୟ ଓ…

ହିତାଧିକାରୀଙ୍କୁ ମିଳିବ ୪ ମାସର ଆଗୁଆ ଭତ୍ତା: ମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି । ଏନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ହିତାଧିକାରୀଙ୍କୁ ଆଗୁଆ ଭତ୍ତା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ୪୮ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ମିଳିବ । ଏକାଥରକେ ଏପ୍ରିଲ,…

ଓଡିଶାରେ କରୋନା ସତର୍କତା; ଆଉ ୩ ଜିଲ୍ଲାରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର: ରାଜ୍ୟରେ ଜଣେ ବ୍ୟକ୍ତି କରୋନାଭାଇରସରେ ସଂକ୍ରମିତ ହେବାପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କ ଭିଡ଼କୁ ରୋକିବା ଲାଗି କନ୍ଧମାଳ, ଭଦ୍ରକ ଏବଂ ଗଜପତି ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି । ଏହି…

କରୋନାଭାଇରସ୍ ଆଲର୍ଟ: ସନ୍ଧ୍ୟା ୫ ଟା ପରେ ବନ୍ଦ ରହିବ ଭୁବନେଶ୍ୱରରେ ପ୍ରମୁଖ ବଜାର

ଭୁବନେଶ୍ୱର: କରୋନାଭାଇରସ୍ ଯୋଗୁଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ମଙ୍ଗଳବାର ଦିନ ଏଠାକାର ଅଧିବାସୀମାନଙ୍କୁ ଦିନ ସମୟରେ କିଣାକିଣି ଶେଷ କରିବାକୁ ଅନୁରୋଧ କରିଛନ୍ତି କାରଣ ବୁଧବାର ଠାରୁ ଅପରାହ୍ନ ୫ ଟା ପରେ ଓଡିଶା ରାଜଧାନୀର ସମସ୍ତ ପ୍ରମୁଖ ବଜାରକୁ ସଟର ବନ୍ଦ…

କରୋନା ସତର୍କତା: କଟକଣା ସମୟରେ ଇ-ଲର୍ନିଙ୍ଗ ଯୋଗାଇ ଦେବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ ବଢୁଥିବା କରୋନାଭାଇରସ୍ (କୋଭିଡ-୧୯) ମାମଲାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ (ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟ) ବନ୍ଦ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଏହଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଉପୁଜିବାକୁ…

ହ୍ୟୁମାନ ସାଗରଙ୍କ ‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ ନେଇ ମହିଳା ଥାନାରେ ମାମଲା

ଭୁବନେଶ୍ୱର: ସାରା ବିଶ୍ୱରେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ନେଇ ଭୟର ବାତାବରଣ ଜାରି ରହିଥିବା ସମୟରେ ଲୋକପ୍ରିୟ ଓଲିଉଡ ଗାୟକ ହ୍ୟୁମାନ ସାଗର ଏହା ଉପରେ ଏକ ଗୀତ ବୋଲି ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି । ସାମାଜିକ କର୍ମୀ ସସ୍ମିତା ଦାସ ଏବଂ ସହଯୋଗୀମାନଙ୍କ ପକ୍ଷରୁ ଏହି ଗୀତକୁ…

ପ୍ରଳୟଙ୍କରୀ ବାତ୍ୟା ଫନିରେ ରିଲିଫ ବାଣ୍ଟି ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ କଟକର ଏହି ବାଳକ

କଟକ: ଗତ ବର୍ଷ ଅକ୍ଟୋବରରେ ମିଲେନିୟମ୍ ସିଟିରେ ଟ୍ରାଫିକ୍ ପୋଲିସର ଶୋଷ ମେଣ୍ଟାଇବାରେ ସାହାଯ୍ୟ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମାଜ ପ୍ରତି ଏହି ନିଃସ୍ୱାର୍ଥପର ସେବା ତାଙ୍କୁ ବିଶ୍ୱ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେଇଛି । ଭେଟନ୍ତୁ ୧୨ ବର୍ଷ ବୟସ୍କ ଅଭିଷେକ ସାହୁଙ୍କୁ…