କରୋନା ସଂକ୍ରମଣ ନେଇ ହସ୍ପିଟାଲ, ହୋଟେଲ ଓ ପାର୍କ ପାଇଁ ଏସ୍ଓପି ଜାରି କଲା ବିଏମ୍ସି
ଭୁବନେଶ୍ୱର: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଏମସି ପକ୍ଷରୁ ସହରର ସମସ୍ତ ହସ୍ପିଟାଲ, ହୋଟେଲ ଏବଂ ପାର୍କଗୁଡିକ ପାଇଁ ସ୍ୱତନ୍ତ୍ର
ନିର୍ଦ୍ଦେଶାବଳୀ (ଏସ୍ଓପି) ଜାରି କରାଯାଇଛି ।
ଗତ ରବିବାର ବିଏମସି ସମ୍ମିଳନୀ କକ୍ଷରେ ରାଜଧାନୀର ସମସ୍ତ ଘରୋଇ ହସ୍ପିଟାଲ,…