Latest Odisha News

BREAKING NEWS

ଜର୍ଜ ଫ୍ଲଏଡ଼ ଘଟଣାର ଭାରତୀୟ ସଂସ୍କରଣ: ଅଳ୍ପକେ ବଞ୍ଚିଲେ ପୀଡିତ

କୋଚି: କେରଳ ରାଜ୍ୟରୁ ଜଣେ କଂଗ୍ରେସ କର୍ମୀ ଉପରେ ପୋଲିସ କର୍ମୀଙ୍କ ବର୍ବରତାର ଚିତ୍ର  ସାମ୍ନାକୁ ଆସିଛି । ପୀଡିତ ଆଣ୍ଟୋନିଙ୍କ ପ୍ରତି ହୋଇଥିବା ଅମାନୁଷିକ ବ୍ୟବହାରର ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସମାଲୋଚନାକାରୀ ଏହି ଘଟଣାକୁ  ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ଦୁର୍ଭାଗ୍ୟଜନକ…

ଆସନ୍ତୁ ଜାଣିବା ବଲିଉଡର ଇଞ୍ଜିନିୟରଙ୍କ ବିଷୟରେ

ମୁମ୍ବାଇ: ୧୫ ସେପ୍ଟେମ୍ବର ବିଶ୍ୱ ଇଞ୍ଜିନିୟର ଦିବସ । ଆସନ୍ତୁ ଜାଣିବା ଅଭିନୟ ନିଶା ପାଇଁ କେଉଁ ଇଞ୍ଜିନିୟରମାନେ ସେମାନଙ୍କ ପେଶା ଛାଡି ବଲିଉଡ କଳାକାର ହୋଇ ଯାଇଥିଲେ । ସୁଶାନ୍ତ ସିଂ ରାଜପୁତ: ଏହି ତାଲିକାରେ ସବୁଠାରୁ ଉପରେ ରହିବେ ସୁଶାନ୍ତ ସିଂ ରାଜପୁତ । ସେ ଏବେ ଆଉ ଏହି ଦୁନିଆରେ…

ହଜିଗଲା ମାନବିକତା: ମିଳିଲାନି ଚିକିତ୍ସା, ମେଡିକାଲ ଆଗରେ ଚାଲିଗଲା ଜୀବନ

ଢ଼େଙ୍କାନାଳ: କୋଭିଡ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଏବେ ଭାଇରାଲ ହେଉଛି । ଘଟଣାଟି ଘଟିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ । ଜଣେ ବ୍ୟକ୍ତି  ମୁଖ୍ୟ ଡାକ୍ତରଖାନା ସାମ୍ନାରେ ପଡିରହିଛନ୍ତି  ଓ ଅନ୍ୟ ଜଣେ ମହିଳା …

ଭାରତରେ ୬% ବୃଦ୍ଧି ପାଇଛି ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ

ଭୁବନେଶ୍ୱର: ଅର୍ଥନୀତି ଉପରେ କରୋନା ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ…

ସେଲିବ୍ରିଟିଙ୍କ ଆଡ୍ଡା ଗୋଆ!!

ଗୋଆ: ଜିନିଷଗୁଡିକ ନୂତନ ସ୍ୱାଭାବିକ ହେବାକୁ ଯାଉଛି ତେଣୁ ଚଳଚ୍ଚିତ୍ର ତାରକାମାନେ ପୁନର୍ବାର କାମ କରିବା ଆରମ୍ଭ କରିଛନ୍ତି ଓ ନିଜ ଘରୁ ବିରତି ନେଇଛନ୍ତି । ସାରା ଅଲି ଖାନ, ଅନନ୍ୟା ପାଣ୍ଡେ, ବରୁଣ ଧାୱନ ଏବଂ ଇଶାନ ଖଟ୍ଟରଙ୍କ ପରି ସେଲିବ୍ରିଟି ଗୋଆ ବେଳାଭୂମି ଉପଭୋଗ କରିବ ଦେଖାଯାଉଛି ।…

କିପରି ଜାଣିବେ ଆପଣଙ୍କ ଆଧାର ନଂ ଅସଲି କି ନକଲି…

ଭୁବନେଶ୍ୱର: କେବେ ଭାବିଛନ୍ତି ଆପଣ ଗ୍ରହଣ କରୁଥିବା ଆଧାର ଆଇଡି ଅସଲି କି ନକଲି। ଏକଥାକୁ ନେଇ ଆପଣ ମାନେ ଚିନ୍ତିତ କି? ତେବେ ଜାଣନ୍ତୁ ଏହାକୁ ଯାଞ୍ଚ କରିବାର କି ଉପାୟ ରହିଛି .. ସରକାରୀ ଆଧାର ୱେବସାଇଟ୍ (https://resident.uidai.gov.in/offlineaadhaar) କୁ ଯାଆନ୍ତୁ ଏବଂ…

ରାଜ୍ୟରେ ଲାଗୁ ହେବ ଇ-ମଷ୍ଟର, ଶ୍ରମିକଙ୍କୁ ଅନ୍‌ଲାଇନ୍‌ରେ ମଜୁରୀ ଦେବେ ଠିକା ସଂସ୍ଥା

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହେବ ଇ-ମଷ୍ଟର ବ୍ୟବସ୍ଥା । ଅକ୍ଟୋବର ୨ ତଥା ଗାନ୍ଧୀଜୟନ୍ତୀରୁ ଏହା କାର୍ଯ୍ୟକାରୀ ହେବ । ଏହାଦ୍ୱାରା ସବୁ କାର୍ଯ୍ୟରେ ଶ୍ରମିକମାନଙ୍କୁ ଠିକା ସଂସ୍ଥା ଅନ୍‌ଲାଇନ୍‌ରେ ମଜୁରୀ ପ୍ରଦାନ କରିବେ । ସେମାନେ ସର୍ବନିମ୍ନ କେତେ ମଜୁରୀ ଦେଉଛନ୍ତି ସେସବୁ ଉଲ୍ଲେଖ ରହିବ ।…

କବିତା-ଆହ୍ୱାନ

ପ୍ରସେନଜିତ୍ ସେଠୀ                                                      ଶ୍ୱାନ ଚିତ୍କାରରେ ସୁପ୍ତ ସିଂହ ତୋର ପୌରୁଷତ୍ବ କାହିଁ ଜାଗେ ନାହିଁ, ଉଠ ଉଠ ଆଜି ସମୟ ଆସିଛି ଆପଣା ସମ୍ମାନ ରକ୍ଷା ପାଇଁ। ତୁ ସିନା ଶୋଇଛୁ ଦୀର୍ଘ ସୁସୁପ୍ତିରେ ଆତ୍ମ ସମ୍ମାନକୁ ଦ୍ୱାହି ଦେଇ,…

ଫିଲ୍ମ ଇଣ୍ଡଷ୍ଟ୍ରି ବିରୋଧରେ ଅଭିଯୋଗ ଆଣିଲେ ମନୀଷ ପୋଲ, କହିଲେ- ଲୋକେ ନିଜ ବାକ ସ୍ୱାଧୀନତାର ଅପବ୍ୟବହାର କରୁଛନ୍ତି

ମୁମ୍ବାଇ: ଗତ ତିନି ମାସ ମଧ୍ୟରେ ବଲିଉଡରେ ନିଆଯାଇଥିବା ବିଭିନ୍ନ ଅଭିଯୋଗ ନେଇ ଅଭିନେତା ତଥା ଟିଭି ଶୋ ହୋଷ୍ଟ ମନୀଷ ପୋଲ ନିଜର ମତ ରଖିଥିଲେ। ନେପୋଟିଜିମ ଠାରୁ ଆରମ୍ଭ କରି ଡ୍ରଗ୍ ସେବନ ପର୍ଯ୍ୟନ୍ତ, ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖଦ ମୃତ୍ୟୁ ପରେ ବଲିଉଡରେ ନିଆଁ ଲାଗିଛି। କେତେକ…

ସବୁ ପରିସ୍ଥିତିର ସାମ୍ନାକୁ କରିବାକୁ ଭାରତ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ: ସଂସଦରେ ଉଠିଲା ଭାରତ-ଚୀନ ବିବାଦ ପ୍ରସଙ୍ଗ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଲେ ବିବୃତି । କହିଲେ, ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି ।  ଭାରତ-ଚୀନ୍ ସୀମା ବିବାଦ ଏକ ଜଟିଳ ବିବାଦ । ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଭାରତ ।…