ଶ୍ରୀମନ୍ଦିରରେ ଲାଗିଲା କରୋନା କଟକଣା, ଭକ୍ତଙ୍କୁ ଗରୁଡ ସ୍ତମ୍ଭ ଛୁଇଁବା ମନା
ପୁରୀ: କରୋନା ମୁକାବିଲା ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ବଡ ନିଷ୍ପତି ନିଆଯାଇଛି । ଭିତର କାଠ ପାଖରୁ ଠାକୁର ଦର୍ଶନ ଉପରେ କଟକଣା ଜାରି ହୋଇଛି । ଭକ୍ତମାନେ ଏକାଠି ଦର୍ଶନ ନକରି ଧାଡିରେ ଆସି ଦର୍ଶନ କରିବାକୁ କୁହାଯାଇଛି । ଏଥିସହ ଶ୍ରୀମନ୍ଦିରରେ ପୂଜା ବେଳେ ସେବାୟତମାନେ ମାସ୍କ…