ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କାକୁ ନେଇ ହଟ୍ଟଗୋଳ; ୧୨ଟା ୩୦ ଯାଏଁ ଗୃହ ମୁଲତବି
ଭୁବନେଶ୍ୱର: ଆଜିଠାରୁ ପୁଣି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ଗୃହରେ ୟେସ ବ୍ୟାଙ୍କ ତାତି ଦେଖିବାକୁ ମିଳିଛି । ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କାକୁ ନେଇ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଛନ୍ତି । ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ବିଧାୟକ…