Latest Odisha News

BREAKING NEWS

ରାଉରକେଲାରେ ପି.ଏମ୍ ସ୍ୱନିଧି ସୁବିଧା କେନ୍ଦ୍ରର ଶୁଭାରମ୍ଭ

ରାଉରକେଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ଆଜି ରାଉରକେଲା ମହାନଗର ନିଗମ ଦ୍ୱାରା ଉଦିତ ନଗର ଥାନା ନିକଟରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ସୁବିଧା କେନ୍ଦ୍ର ବା ପି.ଏମ୍ ସ୍ୱନିଧି ସୁବିଧା କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଆଜି ଦିନ ପ୍ରାୟ ୧୦ଟା…

କରୋନା ସରିଗଲାନି ହେଲେ ମମତା ଦିଦି ଲକଡାଉନ୍ ଲଗାଉଛନ୍ତି!

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଏକ ର‌୍ୟାଲି ବୋଳେ ସେ କହିଛନ୍ତି ଯେ କରୋନା ସରିଗଲା ନି! ହେଲେ ମମତା ବାନାର୍ଜି ଲକଡାଉନ୍ ଲଗାଉଛନ୍ତି । ଯାହା ଫଳରେ ପଶ୍ଚିମବଙ୍ଗରେ ବିଜେପି କୌଣସି ବୈଠକ ବା…

ଗେଟ ପରୀକ୍ଷା ୨୦୨୧: ଖୋଲିଲା ଆଡମିଶନ ପୋର୍ଟାଲ, ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ ଅନଲାଇନ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ (ଆଇଆଇଟି ବମ୍ବେ) ଗେଟ ୨୦୨୧ ପାଇଁ ଅନଲାଇନ ରେଜିଷ୍ଟ୍ରେସନ୍ ପାଇଁ ଆବେଦନ ଆରମ୍ଭ କରିଛି । ଆଗ୍ରହୀ ପ୍ରାର୍ଥୀ ସେପ୍ଟେମ୍ବର ୧୦ ରୁ ଅକ୍ଟୋବର ୭, ୨୦୨୦ ମଧ୍ୟରେ appsgate.iitb.ac.in ମାଧ୍ୟମରେ ଆବେଦନ କରି ପାରିବେ । ଗେଟ…

ଶସ୍ତା ହେଲା ସାମସଙ୍ଗ ଗାଲାକ୍ସି ଏ୫୧ଏବଂ ଗାଲାକ୍ସି ଏ୭୧

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଏକ ସିରିଜ୍ ଲାଟେଷ୍ଟ ସ୍ମାର୍ଟଫୋନ୍ ଗାଲାକ୍ସି ଏ୫୧ଏବଂ ଗାଲାକ୍ସି ଏ୭୧ ର ମୂଲ୍ୟ ହ୍ରାସ କରିଛି। ଏହାପୂର୍ବରୁ ମୋବାଇଲରେ ନୂତନ ଜିଏସ୍ଟି ହାର ଲାଗୁ ହେବା ପରେ କମ୍ପାନୀ ଏହି ସ୍ମାର୍ଟଫୋନର ମୂଲ୍ୟ ବୃଦ୍ଧି କରିଥିଲା। ବର୍ତ୍ତମାନ ଉଭୟ…

ମାନବାଧିକାର କର୍ମୀ ମୋତେ ଠକିଛନ୍ତି: ଅନୁଭବ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ କଡା ଟ୍ୱିଟ୍ । ଗତକାଲି ତାଙ୍କ ଘରକୁ ଯାଇଥିବା ମାନବାଧିକାର କର୍ମୀଙ୍କ ପାଞ୍ଚଜଣିଆ ଟିମ୍ ତାଙ୍କୁ ଓ ତାଙ୍କ ପରିବାରକୁ ଠକିଥିବା ସେ ଟ୍ୱିଟରେ ଲେଖିଛନ୍ତି । ଏମିତିକି ତାଙ୍କ ବାପା ମାଆ ଅସୁସ୍ଥ ଥିବା ବେଳେ ଟିମ୍ ଘରକୁ…

କିଏ କହିଲା ? କଙ୍ଗନା ରଣାୱତ ଭଗତ ସିଂଙ୍କ ସହ ସମାସ୍କନ୍ଦ !

ମୁମ୍ବାଇ: ଜାରି ରହିଛି ଶିବସେନା ସହ କଙ୍ଗନାଙ୍କର ଖୁଲମଖୋଲା ଟକ୍କର । ପରେ କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ମୁନିସିପାଲିଟି ଧ୍ୱସ୍ତ ବି କରିଥିଲା । ହେଲେ ଏବେ କଙ୍ଗନାଙ୍କୁ ସହିଦ ଭଗତ ସିଂଙ୍କ ସହ ତୁଳନା କରାଯାଇଛି । ଏହି ତୁଳନା କୌଣସି ସାଧାରଣ ଲୋକ ନୁହେଁ ବରଂ ଜଣେ ଜଣାଶୁଣା ଅଭିନେତା ସୋସିଆଲ…

ଉଦ୍ଧବ ଠାକରେ ଅଯୋଧ୍ୟା ନ ଆସନ୍ତୁ: ସାଧୁ, ସନ୍ଥ ଓ ଭିଏଚପିର ଚେତାବନୀ

ଅଯୋଧ୍ୟା: କଙ୍ଗନା ରାନାୱତଙ୍କୁ ଶୁକ୍ରବାର ଅଯୋଧ୍ୟାର ସାଧୁ ସନ୍ଥଙ୍କ ସମର୍ଥନ ମିଳିଛି । ଏପରି କି ସେମାନେ ମହାରାଷ୍ଟ୍ର ମୂଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅଯୋଧ୍ୟା ନ ଆସିବା ପାଇଁ ଚେତାବନୀ ଦେଇଛନ୍ତି । ଏଠାରେ ତାଙ୍କୁ ସ୍ୱାଗତ କରାଯିବ ନାହିଁ, ଖୋଲାଖୋଲି ଭାବେ ବିରୋଧ କରାଯିବ ବୋଲି ଅଖିଳ…

ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୪ରୁ ରାଜ୍ୟର ପ୍ରାୟ ୧୫୩ଟି କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଚଳିତ ଥର କରୋନା କଟକଣା ମଧ୍ୟରେ ପାଖାପାଖି ୨୨୬୪୯ ଜଣ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶୁକ୍ରବାର ଦିନ…

ଭଲ ଖବର: ଗଞ୍ଜାମରେ ସୁସ୍ଥ ହେଲେଣି ୯୫% କରୋନା ଆକ୍ରାନ୍ତ

ଗଞ୍ଜାମ: କରୋନାର ଦିନେ ରେଡହଟ୍ ଜିଲ୍ଲା ଥିବା ଗଞ୍ଜାମ ଏବେ ମହାମାରୀକୁ ନିୟନ୍ତ୍ରଣକୁ ଆଣୁଛି । ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି । କମ୍ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି । ବେଶୀ ଡିସଚାର୍ଜ ହେଉଛନ୍ତି । ଦିନେ ଆକ୍ଟିଭ୍ କେସରେ ରାଜ୍ୟରେ ଏକ ନମ୍ୱର ଜିଲ୍ଲା ଥିବା ଗଞ୍ଜାମ ୨୦ଟି ସ୍ଥାନ…

ଫେରୁଛନ୍ତି କରିଶ୍ମା କାପୁର, ହେଲେ ଅଭିନୟ କରିବେନି !

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା । ଏହି ଟ୍ୟାଗ୍ ପ୍ରଥମେ କରିଶ୍ମା କାପୁରଙ୍କୁ ହିଁ ସୁଟ୍ କରୁଥିଲା । ହେଲେ ବେଳ ଗଡିବା ସହ ସେ ବି ବଲିଉଡରୁ ଉଭାନ୍ ହୋଇଯାଇଥିଲେ । କୁଲି ନମ୍ବର ୱାନ୍ ହେଉ କି ହିରୋ ନମ୍ବର ୱାନ୍ । ଫିଲ୍ମକୁ ନମ୍ବର ୱାନ୍ କରାଇବାରେ କରିଶ୍ମାଙ୍କ ଭୂମିକା ବି କିଛି କମ୍…