Latest Odisha News

BREAKING NEWS

ମଧ୍ୟପ୍ରଦେଶ ରାଜନୀତିରେ ସବୁ ଦିଗରୁ କଂଗ୍ରେସର କ୍ଷତି: ସରକାର ଗଠନର ୫ ସମୀକରଣ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ କମଳନାଥ ସରକାର ଭାଙ୍ଗିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତଥାପି ଆସନ୍ତୁ ଜାଣିବା ମଧ୍ୟପ୍ରଦେଶ ସରକାର ଗଠନର ୫ ସମୀକରଣ । ପ୍ରଥମ ସମୀକରଣ: ବିଧାୟକଙ୍କ ଇସ୍ତଫା ମଂଜୁର ହେଲେ ୨ ବିଧାୟକଙ୍କ…

ଅଭିଷେକଙ୍କ ପାଇଁ ହୋଲି ଖେଳନ୍ତି ନାହିଁ କରନ ଜୋହର, ଜାଣନ୍ତୁ କାହିଁକି

ମୁମ୍ବାଇ: ରଙ୍ଗର ଉତ୍ସବ ହୋଲି । ଏହି ପର୍ବକୁ ବଲିଉଡର ସେଲିବ୍ରେଟି ମାନେ ବେଶ୍ ଉତ୍ସାହ ସହିତ ପାଳନ କରାଯାଏ । ଜାଭେଦ୍ ଅଖତର, ଅନିଲ କପୁର ଏବଂ ଏକତା କପୁରଙ୍କ ସମେତ ଅନେକ ସେଲିବ୍ରେଟ୍ ଅଛନ୍ତି, ଯେଉଁମାନେ ପ୍ରତିବର୍ଷ ହୋଲିରେ ଏକ ପାର୍ଟୀ ମଧ୍ୟ ଆୟୋଜନ କରିଥାନ୍ତି । ପ୍ରତି ବର୍ଷ…

ସିନ୍ଧିଆ ବିଜେପିରେ ମିଶିବା ନେଇ ବିଳମ୍ବ କଲେ

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ବିଜେପିରେ ମିଶିବେ ନାହିଁ । ମିଳିଥିବା ଖବର ଅନୁସାରେ ଆଉ କିଛି ଦିନ ଅପେକ୍ଷା କରି ଇସ୍ତଫା ଦେଇଥିବା ବିଧାୟକଙ୍କ ସହ ସିନ୍ଧିଆ ଏକ ଉତ୍ସବମୁଖରିତ ପରିବେଶରେ ବିଜେପିରେ ଯୋଗ ଦେବେ । ଦିଲ୍ଲୀସ୍ଥିତ ମୁଖ୍ୟ କାର‌୍ୟ୍ୟାଳୟରେ ସଂଧ୍ୟା ୬ଟାରେ…

ବାସ୍ତୁ ଅନୁଯାୟୀ ଘର ପାହାଚ ନିର୍ମାଣ କରନ୍ତୁ, ସୁଖରେ ରୁହନ୍ତୁ…

ଆଜିକାଲି ପ୍ରାୟ ଅଧିକାଂଶ ସ୍ଥାନରେ ଭାରତୀୟ ବାସ୍ତୁଶାସ୍ତ୍ର ଅନୁଯାୟୀ ବାସଗୃହ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଗୃହ ନିର୍ମାଣ ହେଉଛି । ବାସ୍ତୁଶାସ୍ତ୍ରରେ ଯେପରି ବାସଗୃହ ନିର୍ମାଣରେ ଶୋଇବା ଘର, ରୋଷେଇ ଘର ଏବଂ ଘରର ଦୁଆରର ଉପଯୋଗୀତା ରହିଛି ସେହିପରି ଭାବେ ଶିଡ଼ି ବା ପାହାଚ ନିର୍ମାଣ…

ବିକାଶ ଶିଡ଼ିରେ ଚାଷୀ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ୧୯୫୫ ମସିହା ଅଗଷ୍ଟ ପନ୍ଦର ତାରିଖ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲା ଉପରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଥିଲେ, ଖାଦ୍ୟ ଦ୍ରବ୍ୟ ଆମଦାନୀ କରିବା ପ୍ରତ୍ୟେକ…

ଜ୍ୟୋତିରାଦିତ୍ୟଙ୍କ ନିଷ୍ପତିକୁ ପୁଅ, ପିଉସୀଙ୍କ ସ୍ୱାଗତ

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜ୍ୟୋତିରାଦିତ୍ୟଙ୍କ ଏହି ନିଷ୍ପତ୍ତି ପରେ ପୂରା ପରିବାର ତାଙ୍କ ସହ ଛିଡା ହୋଇଛି । ଏପରିକି ପୁଅ ମହାଆର‌୍ୟ୍ୟମାନ ଟ୍ୱିଟ୍ କରି କହିଛନ୍ତି, ଏଭଳି ନିଷ୍ପତ୍ତି ପାଇଁ…

ରଣଜୀ ଟ୍ରଫି ଫାଇନାଲ: ସୌରାଷ୍ଟ୍ର ୩୮୪/୮

ରାଜକୋଟ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ସୌରାଷ୍ଟ୍ର ୮ ଉଇକେଟ ବିନିମୟରେ ୩୮୪ ରନ ସଂଗ୍ରହ କରିଛି । ଅର୍ପିତ ବାସୁଦେବ ଆକର୍ଷଣୀୟ ଶତକ (୧୦୬) ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ (୬୬) ରନ ବଳରେ ସୌରାଷ୍ଟ୍ର ଭଲ ସ୍କୋର କରିବାରେ…

ଭୋଜି କରି ଫେରୁଥିବା ବେଳେ ଗଛରେ ପିଟି ହୋଇ ୩ ମୃତ

ଢେ଼ଙ୍କାନାଳ: ହୋଲି ଖେଳ ପରେ ଭୋଜି ସାରି ଫେରୁଥିବା ବେଳେ ଅଘଟଣ । ଢେ଼ଙ୍କାନାଳ-କପିଳାସ ରାସ୍ତାର ଛଣବୋଲୁଅ ନିକଟରେ ବାଇକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ଫଳରେ ୩ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି ରାମେଶ୍ୱରପୁର ଅଂଚଳର ଶୁଭ୍ର ଶାଶ୍ୱତ ରାଉତରାୟ, କାଇମାଟି ଅଂଚଳର…

ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବ !

ଜୟପୁର: ରାଜନୈତିକ ମହଲରେ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରର ପାଳି ପଡିବାକୁ ଯାଉଛି ବୋଲି ଆକଳନ କରାଯାଉଛି । ରିପୋର୍ଟ ମୁତାବକ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପୂର୍ବରୁ ବନ୍ଧୁ ସଚିନ ପାଇଲଟଙ୍କ ସହ ଆଲୋଚନା କରିଥିଲେ । ଏହା ଜାଣିବା ପରେ ସୋନିଆ ଗାନ୍ଧୀ ରାଜସ୍ଥାନରେ ସରକାର…

୫୩ ବର୍ଷ ପରେ ମଧ୍ୟପ୍ରଦେଶରେ ସିନ୍ଧିଆ ପରିବାର ଇତିହାସର ପୁନରାବୃତି କରାଇଲେ

ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ତିଷ୍ଠିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରିବା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ୫୩ ବର୍ଷ ତଳେ ୧୯୬୩ରେ ସମାନ ଭୁଲ କରିଥିଲା କଂଗ୍ରେସ । ସେ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ…