Latest Odisha News

BREAKING NEWS

ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନକରୁଥିବା ଅଭିଯୋଗ: ଓଡ଼ିଶା ସମେତ ୪ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେଉଥିବା ଅଭିଯୋଗର ଶୁଣାଣି ପରେ ସୁପ୍ରିମକୋର୍ଟ ଶୁକ୍ରବାର ଓଡିଶା, ତେଲେଙ୍ଗାନା, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗକୁ ନୋଟିସ ଜାରି କରିଛନ୍ତି। ଏହି ଚାରିଟି ରାଜ୍ୟକୁ ଚାରି ସପ୍ତାହ ମଧ୍ୟରେ ସେମାନଙ୍କର ଉତ୍ତର ଦାଖଲ କରିବାକୁ କୁହାଯାଇଛି।…

ସରକାରୀ ବ୍ୟାଙ୍କଗୁଡିକ ଆରମ୍ଭ କଲେ ଡୋର ଷ୍ଟେପ୍ ବ୍ୟାଙ୍କିଂ, ଏହାର ଲାଭ କ’ଣ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ସେମାନଙ୍କର ସେବା ଆପଣଙ୍କ ଦ୍ୱାରରେ ପହଞ୍ଚାଇବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ ପାଇଁ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତିକୁ…

୧୨ ତାରିଖରେ ପଶ୍ଚିମବଙ୍ଗରୁ ହଟିବ ସମ୍ପୂର୍ଣ୍ଣ ଲକଡାଉନ; ସ୍ବାଭାବିକ ହେବ ଏହିସବୁ ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି। ଯାହା ଫଳରେ ଏହି ଦିନ ପାଇଁ ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯାଇଥିବା ଟ୍ରେନ ଗୁଡିକ ସ୍ୱାଭାବିକ ଭାବେ ଚଳାଚଳ କରିବ। ଏହି ଟ୍ରେନ ଗୁଡିକ ମଧ୍ୟରେ…

ବିଜେପିରେ ମିଶିଲେ କଙ୍ଗନାଙ୍କ ମାଆ ଆଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମାଆ ଆଶା ରାନାୱତ ବିଜେପିରେ ମିଶିଛନ୍ତି । କଙ୍ଗନାଙ୍କ ମହାରାଷ୍ଟ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିବା ପରେ ଧମକ ମଧ୍ୟ ଦେଇଥିଲା । ଏହାକୁ ଦେଖି ଗୃହମନ୍ତ୍ରୀ ଅମିତ ଶାହ କୁଇନ କଙ୍ଗନାଙ୍କୁ ୱାଇ କାଟାଗୋରି ସୁରକ୍ଷା ପ୍ରଦାନ କରିଥିଲେ…

ଆଇପିଏଲ ଖେଳାଳି କରୋନାକୁ ଭୟ କରିବେ ନାହିଁ: ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଆସନ୍ତା ଆଇପିଏଲରେ କରୋନା ଭାଇରସ୍ ମହାମାରୀ କ୍ରିକେଟ୍ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ନାହିଁ। ଦିଲ୍ଲୀର ପୂର୍ବତନ ରାଜଧାନୀ ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ ଖେଳାଳିମାନେ ନିର୍ଦ୍ଧେଶିତ ନିର୍ଦ୍ଦେଶାବଳୀ ପାଳନ…

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାସ ବନ୍ୟାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କ ନିମନ୍ତେ ଏହି ପ୍ୟାକେଜ ଘୋଷଣା ହୋଇଛି । ସରକାରଙ୍କ ଘୋଷଣା ଅନୁଯାୟୀ, ବନ୍ୟାରେ ୩୩…

ଅଫତାବ ଶିବଦାସାନୀ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ଅଫତାବ ସୋସିଆଲ ମିଡିଆରେ ଏ ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ । ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମୁଁ ଫିଟ ଅଛି ଏବଂ…

ସଂସଦୀୟ ପ୍ୟାନେଲ ସମ୍ମୁଖରେ ହାଜିର ହେଲେ ସିଡ଼ିଏସ୍ ଜେନେରାଲ ବିପିନ ରାୱତ

ନୂଆଦିଲ୍ଲୀ: ଲଦାଖରେ ଏଲଏସି ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଛି । ଏହା ମଧ୍ୟରେ ଶୁକ୍ରବାର ଦିନ ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ  ପ୍ରତିରକ୍ଷା ସଂସଦରେ ହାଜର ହୋଇଛନ୍ତି । ଏହି ବୈଠକର ଅଫିସିଆଲ୍ ଏଜେଣ୍ଡା 'ପ୍ରତିରକ୍ଷା ବାହିନୀକୁ ବିଶେଷ କରି ସୀମାନ୍ତବର୍ତ୍ତୀ…

ନୋକିଆ ସି୩ ର ପ୍ରି-ବୁକିଂ ଭାରତରେ ଆରମ୍ଭ , ମୂଲ୍ୟ ଏବଂ ଫିଚର୍ସ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ନୋକିଆ ଗ୍ରାହକଙ୍କ ପାଇଁ ଖୁସି ଖବର | HMD ଗ୍ଲୋବାଲ୍ ର ସର୍ବଶେଷ ସୁଲଭ ସ୍ମାର୍ଟଫୋନ୍ ନୋକିଆ ସି୩ ର ପ୍ରି-ବୁକିଂ ଆରମ୍ଭ ହୋଇଛି | ବର୍ତ୍ତମାନ ଗ୍ରାହକମାନେ କମ୍ପାନୀର ଅଫିସିଆଲ୍ ସାଇଟ୍ ପରିଦର୍ଶନ କରି ଏହି ସ୍ମାର୍ଟଫୋନ୍ କୁ ପ୍ରି-ବୁକ୍ କରିପାରିବେ | ସୂଚନାଯୋଗ୍ୟ ଯେ ନୋକିଆ…

କନଫର୍ମ: ବିଦ୍ୟୁତ ଜାମୱାଲ ପ୍ରେମରେ ପଡିଛନ୍ତି !

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଆକ୍ସନ ଅଭିନେତା ହେଲେ ବିଦ୍ୟୁତ ଜାମୱାଲ । ନିକଟରେ ରିଲିଜ ହୋଇଥିବା ଖୁଦା ହାଫିଜ ଫିଲ୍ମକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି । ଏହି ଅବସରରେ ବିଦ୍ୟୁତଙ୍କୁ ତାଙ୍କ ଲଭ ଲାଇଫ ସମ୍ପର୍କରେ ପଚରାଯାଇଥିଲା । ପ୍ରଥମ ଥର ପାଇଁ ସେ ପ୍ରେମରେ ପଡିଥିବା ସ୍ୱୀକାର…