ଆସନ୍ତୁ ଜାଣିବା ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ସମ୍ପର୍କରେ
ପୁରୀ: ଦୋଳ ପୂର୍ଣ୍ଣିମାରେ କୋଟି କୋଟି ଓଡିଶାବାସୀଙ୍କ ଆରାଧ୍ୟଦେବତା ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଆୟୋଜିତ ହୋଇଥାଏ । ଏହି ମନଲୋଭା ଅନୁଭୂତି ସାଉଁଟିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଭକ୍ତଗଣ । ପୁରୀ ପାଲଟି ଯାଏ ଉତ୍ସବମୁଖରିତ । ବାତ୍ୟା, ବନ୍ୟା କିମ୍ବା ମହାମାରୀ କେହି…