ଟଳିଲା କରୋନା ଭୟ: ଭିମସାରର ୨ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ
ସମ୍ବଲପୁର: କରୋନା ସଂକ୍ରମଣ ସନ୍ଦେହରେ ବୁର୍ଲା ସ୍ଥିତ ଭିମସାରରେ ଭର୍ତ୍ତି ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ରିପୋର୍ଟ ନେଗେଟିଭ ଆସିଛି । ଏନେଇ ଭିମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଭିମସାରରେ ଭର୍ତ୍ତି ହୋଇଥିବା ଦ୍ୱିତୀୟ କରୋନା ସନ୍ଦିଗ୍ଧ ଯୁବକ ଜଣ ସୋନପୁର ଜିଲ୍ଲା…