ଭୁବନେଶ୍ୱର ହୋଟେଲରୁ ଠାବ ହେଲେ ଏସସିବିରୁ ନିଖୋଜ କରୋନା ସନ୍ଦିଗ୍ଧ
କଟକ: ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ହୋଇଥିବା ଆୟର୍ଲାଣ୍ଡ ନାଗରିକଙ୍କୁ ଭୁବନେଶ୍ୱରର ଏକ ହୋଟେଲରୁ ଠାବ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ ତାଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କରୋନା ସନ୍ଦେହରେ ଏସସିବି…