Latest Odisha News

BREAKING NEWS

କରୋନା ଭୟ: ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ୨୯ଟି ମାମଲା ସ୍ପଷ୍ଟ ହେବା ପରେ ମାସ୍କ ଓ ସାନିଟାଇଜରକୁ ନେଇ ବଜାରରେ ହଇଚଇ ସୃଷ୍ଟି ହୋଇଛି । ଲୋକମାନେ ଆତଙ୍କିତ ହୋଇ ବଜାରରୁ ବହୁଳ ମାତ୍ରାରେ ଏନ ୯୫ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର କିଣୁଛନ୍ତି । ଯଦ୍ୱାରା ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ ଦେଖା…

ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ଯେ, ଗୁରୁବାରଠାରୁ ରାଜ୍ୟର ଅନେକ ସ୍ଥାନରେ ୩୦…

କରୋନା ଭୟ: ପୁରୀର ସବୁ ହୋଟେଲକୁ ଆଡଭାଇଜରି ଜାରି

ପୁରୀ: ସାରା ଦେଶରେ କରୋନା ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ କରୋନା ଭାଇରସକୁ ନେଇ ଭୟ ଘାରିଛି । ଏହି ପରିପ୍ରେକ୍ଷୀରେ ଆଜି କରୋନା ମୁକାବିଲା ପାଇଁ ପୁରୀରେ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ କରୋନାକୁ…

ପୁଣି ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

ମଥୁରା: ବାରମ୍ବାର ତାଗିଦ ସତ୍ତ୍ୱେ ମାନୁନି ଇସ୍କନ । ପୁଣି ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ମୁଣ୍ଡ ଟେକିଛି । ପୂର୍ବରୁ ମୁମ୍ବାଇ ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରଶ୍ନ ଉଠିବା ଉଠିଥିଲା । ଏବେ ଇସ୍କନ ତରଫରୁ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ଏହାର ନାଁ…

ଟ୍ରାଫିକ୍ ଚେକିଂ: ନାବାଳକ ସ୍କୁଟି ଚାଳକଙ୍କୁ ୬୦ ହଜାର ଟଙ୍କାର ତଣ୍ଡ

ସମ୍ବଲପୁର: ମାର୍ଚ୍ଚ ୧ ତାରିଖରୁ ଟ୍ରାଫିକ କଟକଣା ଜୋର୍‌ଦାର ହୋଇଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଲିସ ଜୋରଦାର ଧରପଗଡ କରିଛି । ସମ୍ବଲପୁର ଅଇଁଠାପାଲି ଛକରେ ଟ୍ରାଫିକ୍ ଚେକିଂ ବେଳେ ପୋଲିସ ହାବୁଡରେ ପଡିଛନ୍ତି ଦୁଇ ନାବାଳକ ସ୍କୁଟି ଚାଳକ । ସେମାନଙ୍କ ଠାରୁ ୬୦ ଜହାର…

ସାଢ଼େ ୪ କୋଟି ଓଡ଼ିଆଙ୍କ ପାଖରେ ମୁଁ ଋଣି: ମୁଖ୍ୟମନ୍ତ୍ରୀ

କଟକ: ଆଜି ହେଉଛି ମହାନା ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ କଟକ ବାଲିଯାତ୍ରା ପଡିଆରେ ମେଗା ସମାବେଶ ହୋଇଛି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏସ୍‌ସିବି ମେଡିକାଲର ନବକଳେରବର ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ…

ଆସନ୍ତୁ ଜାଣିବା ଶ୍ରୀମନ୍ଦିରର ନିଆରା ଦୋଳଉତ୍ସବ

ପୁରୀ: ଶ୍ରୀକ୍ଷେତ୍ର ଆଉ ଶ୍ରୀମନ୍ଦିର ଏବେ ଦୋଳଉତ୍ସବ ମୁଖରିତ । ଭକ୍ତଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କୁ ବୈଷ୍ଣବ ଧର୍ମୀମାନେ ଶ୍ରୀକୃଷ୍ଣ ଅବତାରୀ ଭାବେ ଗ୍ରହଣ କରିଥାନ୍ତି । ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ କିପରି ଭାବେ ଦୋଳ ଉତ୍ସବ ପାଳନ କରାଯାଏ ।…

ରାଜ୍ୟ ପାଳୁଛି ପଞ୍ଚାୟତିରାଜ ଦିବସ; ଜାଣନ୍ତୁ ସେ ସମ୍ପର୍କରେ କିଛି…

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଆଜି ହେଉଛି ୧୦୪ତମ ଜନ୍ମଜୟନ୍ତୀ । ତାଙ୍କର ଜନ୍ମଦିନକୁ ସାରା ରାଜ୍ୟରେ ପ୍ରତିବର୍ଷ ପଞ୍ଚାୟତିରାଜ ଦିବସ ମାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ମଧ୍ୟ ରାଜ୍ୟବ୍ୟାପୀ ପଞ୍ଚାୟତିରାଜ ଦିବସ ପାଳନ…

କରୋନା ଭୂତାଣୁ: ଇଟାଲୀରେ ୧୦୭ ମୃତ୍ୟୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ରୋମ: ଇଟାଲୀରେ ଉଗ୍ର ରୂନ ନେଇଛି କରୋନା ଭୂତାଣୁର ସଂକ୍ରମଣ । ଏହି ଭାଇରସ ଯୋଗୁଁ ସେଠାରେ ସ୍ଥିତି ଜଟିଳ ହୋଇଛି । କରୋନା ଭୁତାଣୁ ଯୋଗୁଁ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩୦୮୯ ଜଣ ସଂକ୍ରମିତ ଅଛନ୍ତି । ଏଥିପାଇଁ ମାର୍ଚ୍ଚ ୧୫ ଯାଏ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ…

ବର୍ଷା ଯୋଗୁ ପ୍ରଥମ ସେମିଫାଇନାଲ ବାତିଲ:ଭାରତ ଫାଇନାଲକୁ ଉନ୍ନୀତ

ସିଡନୀ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ତେବେ ଟୁର୍ନାମେଂଟରେ ଅପରାଜେୟ ରହିଥିବା ଭାରତକୁ ଏହାର ଫାଇଦା ମିଳିଛି ଏବଂ ଦଳ ଫାଇନାଲରେ ପ୍ରବେଶ କରିଛି । ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଟାଇଟଲ…