ଶ୍ରୀମନ୍ଦିରରେ ଏପ୍ରିଲ ୧ରୁ ହେବ ପ୍ଲାଷ୍ଟିିକ ବ୍ୟାନ; ପାନଛେପ ପକାଇଲେ ୫୦୦ଟଙ୍କା ଜୋରିମାନା !
ପୁରୀ: ଆସନ୍ତା ଏପ୍ରିଲ୍ ପହିଲାରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ ହେବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଦିନ ସୂଚନା ପ୍ରଦାନ କରାଯାଇଛି ।
ଛତିଶା ନିଯୋଗର ଅନୁଷ୍ଠିତ ଏକ ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ…