Latest Odisha News

BREAKING NEWS

ଟ୍ରାଫିକ୍ ଚେକିଂ: ୨ ବିଏମ୍‌ସି ଗାଡିକୁ ୩୨ ହଜାର ଟଙ୍କାର ଫାଇନ୍‌

ଭୁବନେଶ୍ୱର: ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ପୋଲିସର ଧରପଗଡ ଜାରି ରହିଛି । ରାଜଧାନୀ ଭୁବନେଶ୍ୱରେ ଗାଡି ମୋଟର ଯାଂଚ କଡାକଡି ଚାଲିଛି । ତେବେ ଆଜି ବିଏମ୍‌ସିର ଆଳିଆ ବୁହା ୨ ଗାଡିରୁ ୩୨ ହଜାର ୫ଶହ ଟଙ୍କାର ଫାଇନ୍ ଆଦାୟ ହୋଇଛି । ବୀମା, ପରମିଟ୍ ଓ ପଲ୍ୟୁସନ ପାଇଁ ଗୋଟିଏ ଗାଡିକୁ ୨୨ ହଜାର…

ଡିଜେ ଗାଡିକୁ ୨୦ ହଜାର ଟଙ୍କା ଫାଇନ

ସମ୍ବଲପୁର: ଆଜି ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ଚେକିଂ ଜୋରଧାର ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ନିୟଲ ଉଲ୍ଲଂଘନ କାରୀଙ୍କ ଉପରେ ଜୋରଦାର ଚଢ଼ାଉ ହେଉଛି ଏବଂ ମୋଟା ଅଙ୍କର ଚାଲାଣ ମଧ୍ୟ କଟୁଛି । ଏହି କ୍ରମରେ ଆଜି ସମ୍ବଲପୁରର ଏକ ଡିଜେ ଗାଡିରୁ ୨୦ ହଜାର ୫…

ଟ୍ରାଫିକ ଚେକିଂ: ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କାର ଜରିମାନା

ସମ୍ବଲପୁର : ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଜୋରଦାର ଧରପଗଡ ହୋଇଛି । ଜଣେ ଅଟୋ ଚାଳକଙ୍କୁ ୩୦ ହଜାର ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ପରିବହନ ବିଭାଗ । ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକରେ ୩୦ହଜାର ୫୦୦ଟଙ୍କାର ଚାଲାଣ କଟାଯାଇଛି । ବିନା ପଞ୍ଜିକରଣ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୫ହଜାର…

ଆରମ୍ଭ ହେଲା ପୁରୀକୁ ଭିକାରୀ ମୁକ୍ତ କରିବା ପ୍ରକ୍ରିୟା

ପୁରୀ: ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖରେ ଥିବା ଭିକାରୀଙ୍କ କାଉନସେଲିଂ ପରେ ସେମାନଙ୍କୁ ‘ନୀଳାଦ୍ରି ନିଳୟ’ ପଠାଯିବ । ଋବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏକ…

ବ୍ୟାଟେରୀ ବିସ୍ଫୋରଣ ଘଟି ୩ ନାବାଳକ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁ ଥାନା ଅନ୍ତର୍ଗତ ସୋମପୁର ଗ୍ରାମର ଏକ ଘର ଭିତରରେ ବ୍ୟାଟେରୀ ସହ ଖେଳୁଥିବା ବେଳେ ବିସ୍ଫୋରଣ ଘଟି ତିନିଜଣ ନାବାଳକ ମଙ୍ଗଳବାର ଦିନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ । ପ୍ରାପ୍ତ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର: ମଙ୍ଗଳବାର ଦିନ ବ୍ରହ୍ମପୁର ରୋଡ ଓ ବିଲ୍ଡିଂ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ୱତନ୍ତ୍ର ନ୍ୟାୟାଧୀଶଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚଢ଼ଉ କରାଯାଇଛି ।…

କାୟା ମେଲାଉଛି କରୋନା ଭାଇରସ; ୨୪ ଘଣ୍ଟାରେ ଚୀନରେ ୧୨୫ ଆକ୍ରାନ୍ତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୯,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱସ୍ଥ୍ୟ କମିଶନର ସୂଚନାନୁଯାୟୀ କରୋନା ଭାଇରସ୍…

ଆଧାର ସହ ପାନ୍ ଲିଙ୍କ ନକଲେ ଏବେ ଦେବାକୁ ପଡିବ ଜୋରିମାନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର କାର୍ଡ ସହ ପାନ ଲିଙ୍କ କରିବା ଅବଧିକୁ ବାରମ୍ବାର ବୃଦ୍ଧି କରାଯାଉଥିବା ବେଳେ ଏବେ ସରକାରଙ୍କ ପକ୍ଷରୁ ନୂଆ ନିଷ୍ପତ୍ତି ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯେଉଁ ଟିକସଦାତାମାନେ ଚଳିତ ମାସ ୩୧ ସୁଦ୍ଧା ସେମାନଙ୍କର…

କରୋନା: ଏୟାର ଇଣ୍ଡିଆର ୧୦ କ୍ରୁ ମେମ୍ବରଙ୍କ ଉପରେ କଡା ନଜର

ମୁମ୍ବାଇ: କରୋନା ଭାଇରସ ପ୍ରକୋପକୁ ଦେଖି ଏୟାର ଇଣ୍ଡିଆର ୧୦ଜଣ କ୍ରୁ ମେମ୍ବରଙ୍କ ଉପରେ କଡା ନଜର ରଖିବାର ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ ୨୫ ତାରିଖରେ ଭିଏନାରୁ ଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ଏଆଇ ୧୫୪ ବିମାନର ଜଣେ ଯାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ କୋଭିଡ-୧୯ ସଂକ୍ରମଣର…

ଆଜିଠୁ ସାରା ରାଜ୍ୟରେ +୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ସାରା ରାଜ୍ୟରେ ଆଜିଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ରାଜ୍ୟର ୧୧୪୩ କେନ୍ଦ୍ରରେ ଅନୁଷ୍ଠିତ ହେଉଛି । ସେଥିମଧ୍ୟରେ ପ୍ରାୟ ୨୦୪୧ ଜୁନିୟର କଲେଜରେ ପାଖାପାଖି ୩,୫୦,୮୦୦ ଛାତ୍ରଛାତ୍ରୀ ପରୀକ୍ଷା…