ଖେଳାଳିଙ୍କ ପରି ଫିଲ୍ମ ତାରକାଙ୍କ କରାଯାଉ ଡୋପ୍ ଟେଷ୍ଟ!
ଭୋପାଳ: କ୍ରୀଡା ବିତ୍ଙ୍କ ପରି ଫିଲ୍ମ ତାରକାଙ୍କର ମଧ୍ୟ ଡୋପ୍ ଟେଷ୍ଟ କରାଇବା ପାଇଁ ମଧ୍ୟପ୍ରଦେଶର ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ପତ୍ର ଲେଖିଛନ୍ତି ।
ଆଜିକାର ସମୟରେ ଯୁବ ପିଢିଙ୍କ ଆଇକନ୍ ପାଲଟିଛନ୍ତି ଫିଲ୍ମ ଷ୍ଟାର…