ଜାଣନ୍ତୁ, କେମିତି କଟିବ ଆଜି ଦିନ…
ରାଶି ଫଳ
ତା ୩-୩-୨୦୨୦ ମଙ୍ଗଳବାର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ ତା୩ ରିଖ ମଙ୍ଗଳବାର କୁମ୍ଭ ୨୦ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ରୋହିଣୀ ନକ୍ଷତ୍ର ଦିନ ୧୧-୧୮ମିନିଟ୍ ପର୍ଯ୍ୟନ୍ତ ତାପରେ ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଭୋଗ…