ଦୁଇ ସ୍କୁଲ ବସ୍କୁ ୫୧ ହଜାର ଟଙ୍କାର ଫାଇନ୍
ଭୁବନେଶ୍ୱର: ଗତକାଲିଠୁ ରାଜଧାନୀ ଭୁବନେଶ୍ୱରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ଟ୍ରାଫିକ୍ ଚେକିଂ ଜୋରଦାର ହୋଇଛି । ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍କୁ ପରିବହନ ବିଭାଗ ସିଜ କରିଛି । ବସ୍ର ଫିଟ୍ନେସ୍ ସାର୍ଟିଫିକେଟ ଓ ରେଜିଷ୍ଟ୍ରେସନ…