Latest Odisha News

BREAKING NEWS

୭ ଦିନ ପାଇଁ କଟକ ଡିସିପି ଅଫିସରେ ଲୋକଙ୍କ ପ୍ରବେଶ ମନା

କଟକ: କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ସ୍ଥିତ ଡିସିପି ଅଫିସକୁ ୩ ଦିନ ଲାଗି ବନ୍ଦ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଏସମ୍ପର୍କରେ ଡିସିପି କହିଛନ୍ତି ଯେ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇନାହିଁ । କିଛି ଜରୁରୀ ବିଭାଗ…

ସ୍ୱାଭାବିକ ହେବ ଘରୋଇ ଓ ସରକାରୀ ବସ୍ ଚଳାଚଳ: ମନ୍ତ୍ରୀ

ଭୁବନେଶ୍ୱର: ଅନଲକ୍‌-୪ ଗାଇଡଲାଇନ୍ ପରେ ରାଜ୍ୟରେ ଘରୋଇ ଓ ସରକାରୀ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ମଙ୍ଗଳ ବାର ଦିନ ପ୍ରକାଶ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ବସ୍ ମାଲିକ ଆସୋସିଏସନର ଟାକ୍ସ ଛାଡ ଭଳି ଅନେକାଂଶ ଦାବିକୁ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର), ମୟୁରଭଞ୍ଜ,…

ରାଜୀବ କୁମାର ହେଲେ ଭାରତର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଭାରତର ନୂଆ ନିର୍ବାଚନ କମିଶନର ଭାବେ ମଙ୍ଗଳ ବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ରାଜୀବ କୁମାର । ପ୍ରାପ୍ତ ସୂଚନାନୁଯାୟୀ, ସେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋଡା ଏବଂ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରାଙ୍କ ସହିତ ଭାରତ ନିର୍ବାଚନ କମିଶନର ସଦସ୍ୟ ଭାବେ ସାମିଲ…

କରୋନାକୁ କାବୁ ପାଉଛି ଗଞ୍ଜାମ, ସୁସ୍ଥ ହେଲେଣି ୯୦% ଆକ୍ରାନ୍ତ

ଗଞ୍ଜାମ: ରାଜ୍ୟରେ କରୋନାର ସଂକ୍ରମିତ ଜିଲ୍ଲା ଗଞ୍ଜାମ । ୧୮ ହଜାର ୬୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଦ୍ରୁତଗତିରେ ବଢ଼ିଥିଲା ସଂକ୍ରମଣ । ସେହି ଅନୁପାତରେ ଆକ୍ରାନ୍ତ ସୁସ୍ଥ ବି ହୋଇଛନ୍ତି । ଏବେ ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି ବେକାବୁ କରୋନା । ଗଞ୍ଜାମରେ ୯୦% ଆକ୍ରାନ୍ତ ସୁସ୍ଥ ଗଞ୍ଜାମ…

ପ୍ରଣବ ମୁଖାର୍ଜିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଣବ ମୁଖାର୍ଜିଙ୍କ ନିଧନରେ ମଙ୍ଗଳବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ୮୪ ବର୍ଷ ବୟସରେ ଶ୍ରୀ ମୁଖାର୍ଜି ଦିଲ୍ଲୀ କେଣ୍ଟ ସ୍ଥିତ ଆର୍ମି…

କରୋନାର ନୂଆ ହଟସ୍ପଟ୍ ମୟୂରଭଞ୍ଜ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଟହଟ୍ ଜିଲ୍ଲା ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଖୋର୍ଦ୍ଧା ଓ କଟକରେ ମାଡ଼ି ଚାଲିଛି । ଏବେ ତାଲିକାରେ ଯୋଡ଼ିଛି ମୟୂରଭଞ୍ଜ । ରାଜ୍ୟରେ କରୋନାର ନୂଆ ହଟସ୍ପଟ ପାଲଟିଛି ମୟୂରଭଞ୍ଜ । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରୁ ୨୧୫ କରୋନା…

କିଏ ସେହି କାଫିଲ୍ ଖାନ ? ଯାହାଙ୍କୁ ଜେଲରୁ ତୁରନ୍ତ ମୁକ୍ତି ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ

ଉତ୍ତରପ୍ରଦେଶ: ନାଗରିକତା ସଂଶୋଧନ ଆଇନ ଉପରେ ଉତ୍ତେଜନା ସୃଷ୍ଟି କଲା ଭଳି ଭାଷଣ ଦେଇ ଗିରଫ ହୋଇଥିବା ଉତ୍ତରପ୍ରଦେଶର ଡାକ୍ତର କାଫିଲ୍ ଖାନଙ୍କୁ ଆଶ୍ୱସ୍ତି । ତାଙ୍କୁ ଜେଲରୁ ତୁରନ୍ତ ମୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ତାଙ୍କ ବିରୋଧରେ ଲାଗିଥିବା ଜାତୀୟ…

[ଭାଇରାଲ ଭିଡ଼ିଓ] ମହିଳାଙ୍କ ଦୁଃସାହସିକତା: ବିଦ୍ୟୁତ୍ ତାରରେ ଶୁଖାଉଛନ୍ତି ଲୁଗା

ଭୁବନେଶ୍ୱର: ଆପଣ ଅନେକ ଦୁଃସାହସିକ କାର୍ଯ୍ୟ ନିଜ ଜୀବନରେ ଦେଖିଥିବେ । କେଉଁଠି ଆକାଶରେ ଉଡିବା ହେଉ କି ପାଣିରେ ବୁଡିବା । ଆହୁରି ମଧ୍ୟ ଅନେକ କିଛି । ତେବେ ଆଜି ଆମେ ଆପଣନକୁଜନେ ମହିଳାଙ୍କର ଏପରି ଏକ ଦୁଃସାହସିକ କାର୍ଯ୍ୟ ଦେଖାଇବୁ ଯାହା ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ ।…

ରାଜ୍ୟରେ ପାଞ୍ଚ ଶହ ପାର କଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ କରୋନା ନେଇଛି ଆଉ ୧୧ ଜୀବନ । ମୃତ୍ୟୁସଂଖ୍ୟା ପାଞ୍ଚ ଶହ ପାର କରିଛି । ବର୍ତ୍ତମାନ ସୁଦ୍ଧା କରୋନାରେ ୫୦୩ ଜଣ ପ୍ରାଣ ହରାଇଲେଣି । ମୃତକଙ୍କ ଭିତରେ ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । କଟକ, କନ୍ଧମାଳ,…