‘ସୂର୍ଯ୍ୟବଂଶୀ’ର ପ୍ରଥମ ଲୁକ୍ ରିଲିଜ; ଦମଦାର ଅନ୍ଦାଜରେ ନଜର ଆସିଲେ ଅକ୍ଷୟ
ନୂଆଦିଲ୍ଲୀ: ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଅପେକ୍ଷାରେ ଦର୍ଶକ । ତେବେ ଲୋକଙ୍କ ଅପେକ୍ଷାର ଅନ୍ତ ଘଟାଇ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରଥମ ଲୁକ୍ ରିଲିଜ ହୋଇଛି । ଯେଉଁଥିରେ ଅକ୍ଷୟ କୁମାରଙ୍କ ଅନ୍ଦାଜ ସୋଶିଆଲ ମିଡିଆରେ ଧମାକା କରୁଛି ।
…