ହିରୋ ଜୁନିୟର ଲିଗ୍ ଫୁଟବଲ: ପଞ୍ଜାବକୁ ହରାଇଲା ଓଡିଶା
ନୂଆଦିଲ୍ଲୀ: ହିରୋ ଜୁନିୟର ଲିଗ୍ ୨୦୧୯-୨୦ର ଏକ ମୁକାବିଲାରେ ଓଡିଶାର ୧୫ ବର୍ଷରୁ କମ୍ ଫୁଟବଲ ଟିମ୍ ୨-୧ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି । ଦିଲ୍ଲୀର ଜବାହାଲାଲ ନେହେରୁ ଷ୍ଟାଡିୟମର ଟ୍ରେନିଂ ପିଚ୍-୨ରେ ଏହି ମ୍ୟାଚ ଅନୁÂିତ ହୋଇଥିଲା ।
ଓଡିଶା ଏହି ବିଜୟ ସହ ୮ ମ୍ୟାଚରୁ ୧୬ ପଏଂଟ ହାସଲ…