Latest Odisha News

BREAKING NEWS

ଫେବୃଆରୀ ୨୮: ଜାଣନ୍ତୁ, ଆଜିର ଦିନରେ କାହିଁକି ପାଳିତ ହୁଏ ‘ଜାତୀୟ ବିଜ୍ଞାନ ଦିବସ’

ଭୁବନେଶ୍ୱର: ସାରା ଦେଶରେ ଫେବୃଆରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଇଆସୁଅଛି । ଆଜିର ଦିନରେ ହିଁ ଦେଶର ମହାନ୍ ବେଜ୍ଞାନିକ ସିଭି ରମଣ ‘ରମଣ ପ୍ରଭାବ’ ଅବା ‘ରମଣ ରଶ୍ମି’ର ଆବିଷ୍କାର କରିଥିଲେ । ଏହି ଆବିଷ୍କାର ଲାଗି ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ…

ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଆଜି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ୱର: ଭାରତର ପ୍ରଥମ ରାଷ୍ଟ୍ରପତି ତଥା ଭାରତ ରତ୍ନ ଡ. ରାଜେନ୍ଦ୍ର ପ୍ରସାଦଙ୍କର ଆଜି ହେଉଛି ପୁଣ୍ୟତିଥି । ହରିହର ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜ ସେବୀ ଏବଂ ଓକିଲ । ସେ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିବା ସହ ସ୍ୱଦେଶୀ ଚିନ୍ତାଧାରାରେ ପ୍ରଭାବିତ ହୋଇ…

ଭୁବନେଶ୍ୱରରେ ଅମିତ ଶାହା….

ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିମାନ ବନ୍ଦରରୁ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଯୋଗଦେବେ ଶାହା…

କୋଇଲା ରୟାଲିଟି ବୃଦ୍ଧି ପାଇଁ ଦାବି କରିବ ଓଡିଶା

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ପୂର୍ବାଞ୍ଚଳ ପରିଷଦ ବୈଠକ ଭୁବନେଶ୍ୱର ଠାରେ ଆୟୋଜିତ କରାଯିବ । କୋଇଲା ରୟାଲିଟି, ଅପରାଧ ନିୟନ୍ତ୍ରଣ ଆଦି ଉପରେ ଓଡିଶା ପକ୍ଷରୁ ଦାବି କରାଯିବାର ସମ୍ଭାବନା ରହିଛି । ଏହି ବୈଠକରେ ବିହାର, ଝାଡଖଣ୍ଡ,…

ଦିଲ୍ଲୀ ହିଂସାରେ ୩୮ ମୃତ; ୧୦ ଘଣ୍ଟା ଲାଗି ୧୪୪ ଧାରା କୋହଳ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଶୋଂଧନ ଆଇନ୍ (ସିଏଏ) ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ନିକଟରେ ହୋଇଥିବା ହିଂସାକାଣ୍ଡରେ ଏଯାବତ୍ ୩୮ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ଏହା ଘଟଣାର ଯାଞ୍ଚ କ୍ରାଇମ୍ ବ୍ରାଞ୍ଚର ୨ ସ୍ୱତନ୍ତ୍ର ତଦନ୍ତକାରୀ ଦଳ କରୁଥିବା…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା: କ’ଣ ରହିଛି କାର୍ଯ୍ୟସୂଚୀ, ଜାଣନ୍ତୁ

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ପୂର୍ବ ଭାରତ ରଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଶାହା ଯୋଗଦେବେ। ଏହାପରେ ଜନତା ମଇଦାନରେ ଆୟୋଜିତ…

ନାଇଜେରିଆକୁ ବ୍ୟାପିଲା କରୋନା ଭାଇରସ; ଚୀନରେ ୨୭୮୮ ମୃତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୭୮୮ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୮, ୮୨୪ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

ମାଟ୍ରିକ୍ ହବ୍ ସେଣ୍ଟରରେ ଅଗ୍ନିକାଣ୍ଡ

ବାଲେଶ୍ୱର: ବାଲେଶ୍ୱରର ନୀଳଗିରିସ୍ଥିତ ଏକ ଉଚ୍ଚ ବିଦ୍ୟାଳୟର ମାଟ୍ରିକ୍ ହବ୍ ସେଣ୍ଟରରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଥିଲେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୮-୦୨-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ମାସ ତା ୨୮ ରିଖ ଶୁକ୍ରବାର କୁମ୍ଭ ୧୬ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର-: ମେଷ ରାଶିର…

ଚର୍ଚ୍ଚାରେ ରାଜ୍ୟସଭା ନିର୍ବାଚନ: ହେବ କି ୨୦୧୯ର ପୁନରାବୃତ୍ତି !

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀତ୍ୱ ଲାଗି ଏବେଠୁଁ ଶାସକ ବିଜୁ ଜନତା ଦଳ (ବିଜେଡ଼ି) ରେ ଆରମ୍ଭ ହୋଇଗଲାଣି ଲବି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ିର ଚାଲ୍ ଉପରେ ସମସ୍ତଙ୍କ ରହିଛି ନଜର । ୨୦୧୯ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ…