ଓଟିଡିସି ପକ୍ଷରୁ ବିଦେଶ ଭ୍ରମଣର ସ୍ୱତନ୍ତ୍ର ପ୍ୟାକେଜ ଗୋ-ଗ୍ଲୋବାଲ୍ ଘୋଷଣା
ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଆଉ ପାଦେ ଆଗକୁ ଯାଇଛି। ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧା କୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ ନାମରେ ଏକ ବିଦେଶ…