ନଭେମ୍ବର ୧୦ରେ ନିଲାମ ହେବ ଦାଉଦ୍ ଇବ୍ରାହିମ୍ଙ୍କ ପୈତୃକ ସମ୍ପତ୍ତି
ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କାସକରଙ୍କ ପୈତୃକ ସମ୍ପତ୍ତି ବର୍ତ୍ତମାନ ନିଲାମ ହେବ। ଯେଉଁମାନେ ନିଲାମୀ କରିବାକୁ ଚାହୁଁଛନ୍ତି ସେମାନେ ଆଜିଠାରୁ ସମ୍ପତ୍ତି ଯାଞ୍ଚ କରିବେ।
(SAFEMA) ଏଜେନ୍ସି ଡନ୍ ଦାଉଦ୍ଙ୍କ ସମ୍ପତ୍ତି ନିଲାମ କରିବାକୁ ଯାଉଛନ୍ତି। ନଭେମ୍ବର…