ଓଡ଼ିଶାର ପାରମ୍ପରିକ ଟସର ବସ୍ତ୍ର…
ଭୁବନେଶ୍ୱର: ଆବହମାନ କାଳରୁ ଓଡିଶା ଏକ ପାରମ୍ପରିକ ଟସର ଉତ୍ପାଦନକାରୀ ରାଜ୍ୟ ଭାବେ ପରିଚିତ । ପ୍ରାଚୀନ କାଳରୁ ହାତ ତିଆରି ଟସର ୟୁରୋପ ମହାଦେଶର ରାଜକୀୟ ଅଳଙ୍କରଣ ଭାବେ ବବ୍ୟହୃତ ହେଉଥିଲା ।
ନୌବାଣିଜ୍ୟ ପା ଇଁପ୍ରସିଦ୍ଧ ଆମ ରାଜ୍ୟ ଏକଦା ଏସିଆ ଏବଂ ୟୁରୋପ ମହାବଦଶ ସହିତ ବାଣିଜ୍ୟ…