Latest Odisha News

BREAKING NEWS

ଭୁବନେଶ୍ୱରରେ କୁକୁଡ଼ା ମାଂସ, ଅଣ୍ଡା ଖାଇବାରେ କୌଣସି ଭୟ ନାହିଁ

ଭୁବନେଶ୍ୱର: ଓୟୁଏଟିର ଭୁବନେଶ୍ୱରସ୍ଥିତ କୁକୁଡ଼ା ଫାର୍ମରେ ବାର୍ଡ଼ ଫ୍ଲୁ ଲାଗିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ ଥାଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଉନାହାନ୍ତି । କିନ୍ତୁ ଏଥିଲାଗି କୌଣସି ଆଶଙ୍କା ସୃଷ୍ଟି ହେବା ଉଚିତ୍ ନୁହେଁ ବୋଲି ଓଡ଼ିଶାର ଆନିମଲ ରିସୋର୍ସ ଡ଼େଭେଲପମେଣ୍ଟ୍ (ଏଆରଡ଼ି)…

ମହାପ୍ରଭୁଙ୍କ ବେଂଟନୀତି ପାଳିତ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦ୍ଵିତୀୟ ବେଣ୍ଟ ବା ଶିକାର ନୀତି ସୋମବାର ଅନୁଷ୍ଠିତ ହୋଇଛି । ମଙ୍ଗଳ ଆଳତି ପରେ ଶ୍ରୀ ରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ କରିଥିଲେ । ସେଠାରେ ବେଣ୍ଟ ନୀତି ଅନୁଷ୍ଠିତ ହୋଇଥିଲା ।  ଜଗନ୍ନାଥଙ୍କ ବେଣ୍ଟ ବା…

ରାଜ୍ୟ ପୋଲିସ ବିଭାଗରେ ୧୦,୦୫୪ ପଦବୀ ଖାଲି ପଡ଼ିଛି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପୋଲିସ ବିଭାଗରେ ୨୦୧୯ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ୧୦,୦୫୪ ପଦବୀ ଖାଲି ପଡ଼ିଥିବା ନେଇ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ସୋମବାର ଦିନ ପ୍ରକାଶ କରିଛନ୍ତି । କଂଗେସ ସଦସ୍ୟ ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ଗ୍ରୁପ ଏରେ…

ଅଯୋଧ୍ୟାର ୫ଏକର ଜମି ଗ୍ରହଣ କଲା ସୁନ୍ନି ୱକଫ ବୋର୍ଡ; ମସଜିଦ ସହିତ ନିର୍ମାଣ କରିବ ହସ୍ପିଟାଲ

ଲକ୍ଷ୍ନୌ: ସୁନ୍ନି ସେଣ୍ଟ୍ରାଲ ୱକଫ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସରକାରଙ୍କ ତରଫରୁ ମସଜିଦ ନିର୍ମାଣ ପାଇଁ ଦିଆଯାଇଥିବା ୫ଏକର ଜମିକୁ ଗ୍ରହଣ କରିଛି । ବୋର୍ଡ ଏହି ଜମିରେ ମସଜିଦ ନିର୍ମାଣ ସହିତ ଚେରିଟେବୁଲ ହସ୍ପିଟାଲ ଓ ଏକ ଲାଇବ୍ରେରୀର ନିର୍ମାଣ କରିବ । ସୁନ୍ନି ସେଣ୍ଟ୍ରାଲ ୱକଫ…

ଆଇସିସି ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ, ୧୮ ରନରେ ବାଂଲାଦେଶକୁ ହରାଇଲା

ପର୍ଥ: ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଟିମ୍ ଇଣ୍ଡିଆ ୧୮ ରନରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଜାରି ରଖିଛି । ଭାରତ ପ୍ରଦତ ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

ପୁଣି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା; ଜଣେ କନେଷ୍ଟବଳ ମୃତ, ଡିସିପି ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଗୋକୁଳପୁରୀରେ ସିଏଏ ସମର୍ଥକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି । ଦୁଇ ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବା ବେଳେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଜଣେ ଡିସିପି ମଧ୍ୟ ଆହତ ହୋଇଛନ୍ତି । ଦିଲ୍ଲୀର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାକୁ…

ନର୍ଦର୍ଣ୍ଣ କୋଲଫିଲ୍ଡସ୍ ଲିଃରେ ୩୦୭ ଟ୍ରେନି ପଦବୀ ଲାଗି ନିଯୁକ୍ତି ସୂଚନା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନର୍ଦର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ଼ (ଏନସିଏଲ)ମଧ୍ୟପ୍ରଦେଶର ସିଙ୍ଗରାଉଲି ଜିଲ୍ଲା ଓ ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାରେ ସ୍ଥିତ ୧୦ଟି ହାଇ ମେକାନାଇଜଡ଼ ଓପନ କାଷ୍ଟ ମାଇନ୍ସ ଲାଗି ବିଭିନ୍ନ ପଦବୀ ଲାଗି ରେଗୁଲାର୍ ନିଯୁକ୍ତି ଲାଗି ଅନଲାଇନ…

ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ପ୍ରସିଦ୍ଧ ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକଙ୍କୁ ୨୦୧୯ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଅଜୟ କୁମାର ପଟ୍ଟନାୟକଙ୍କୁ ତାଙ୍କ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ପୁରସ୍କାର ମିଳିବ । ଯାହାକି ଓଡିଆ ଭାଷାରେ ଅନୁବାଦ ହୋଇଥିବା…

ଆଇସିସି ମହିଳା ଟି୨୦ ବିଶ୍ୱକପ :ବାଂଲାଦେଶ ସମ୍ମୁଖରେ ୧୪୩ ରନର ବିଜୟ ଲକ୍ଷ୍ୟ

ପର୍ଥ: ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ସମ୍ମୁଖରେ ଭାରତ ୧୪୩ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୪୨ ରନ କରିଥିଲେ । ଶେଫାଳି ବର୍ମା (୩୯), ଜେମି ରୋଡ୍ରିଗୁ୍ୟଜ(୩୪) ଓ ବେଦ…

ଟ୍ରମ୍ପ ଭାଷଣରେ ୫୦ ଥର ଇଣ୍ଡିଆ, ମୋଦି ୨୯ ଥର ଆମେରିକା କହିଲେ

ଅହମ୍ମଦାବାଦ: ସାରା ବିଶ୍ୱର ନଜର ଏବେ ରହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଉପରେ । ପ୍ରଥମ ଦିବସରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପଙ୍କ ବନ୍ଧୁତା ସମସ୍ତେ ଅନୁଭବ କରିଥିଲେ । ୩ ଘଂଟା ମଧ୍ୟରେ ମୋଦି ଏବଂ ଟ୍ରମ୍ପ ୭ ଥର କୁଣ୍ଢାକୁଣ୍ଢି ହୋଇଥିବା…