ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ବିଏସଏଫ ଯବାନ ଗିରଫ
ଭୁବନେଶ୍ୱର: ୨୬ବର୍ଷୀୟା ମହିଳାଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ମାମଲାରେ ପୋଲିସ ଜଣେ ବିଏସଏଫ ଯବାନଙ୍କୁ ଗିରଫ କରିଛି ।
ଯବାନଙ୍କ ନାଁ ହେଉଛି ମନୋଜ କୁମାର ମହାକୁଡ(୪୦) । ସେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର…