Latest Odisha News

BREAKING NEWS

ଦୀର୍ଘ ୩ ମାସ ପରେ କାଶ୍ମୀର ଘାଟିରେ ଆଜି ଖୋଲୁଛି ଶିକ୍ଷାନୁଷ୍ଠାନ…

ଶ୍ରୀନଗର: ପାଖାପାଖି ୩ ମାସର ଲମ୍ବା ଶୀତ ଅବକାଶ ପରେ କାଶ୍ମୀରର ଘାଟିରେ ସୋମବାର ଦିନ ସ୍କୁଲ କଲେଜ ଖୋଲିବାକୁ ଯାଉଛି । ଏଠାକାର ପିଲାମାନଙ୍କ ପାଠପଢ଼ା ପୂର୍ବ ଭଳି ସ୍ୱାଭାବିକ ହେବ । ଘାଟିରେ ଉପୁଜିଥିବା ପରିସ୍ଥିତି ଯୋଗୁଁ ଏଠାରେ ଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରୁ ଅନେକ ଶୀତ ଅବକାଶ…

କରୋନା ଭାଇରସ୍‌: ୨୪ ଘଣ୍ଟାରେ ୧୫୦ ମୃତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୪୦୦ରେ ପହଞ୍ଚିଛି । ଏଥିସହିତ ୭୭,୧୫୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ପାଖାପାଖି ୭୭,୧୫୦ ଜଣ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୨ଟା ୩୦ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୦୨-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ତା୨୪ ରିଖ  ସୋମବାର କୁମ୍ଭ ୧୨ ଦିନ ଫାଲଗୁନ ଶୁକ୍ଳ ପକ୍ଷ  ପ୍ରତିପଦା ତିଥି  ଶତଭିଷା  ନକ୍ଷତ୍ର କୁମ୍ଭ ଚନ୍ଦ୍ର  ଘାତ ବାର-:  ମିଥୁନ  ରାଶିର   ଘାତ ଚନ୍ଦ୍ର: ମିଥୁନ ଓ ମୀନ ରାଶିର  ଆଜି:…

ରେସଲିଂରେ ସାକ୍ଷୀଙ୍କୁ ରୌପ୍ୟ, ଭିନେଶଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଏସିଆନ୍ ରେସଲିଂ ଚାମ୍ପିୟନଶିପରେ ଭାରତୀୟ ରେସଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ସାକ୍ଷୀ ମଲ୍ଲୀକ(୬୫କିଗ୍ରା) ଓ ଭିନେଶ ଫୋଗଟ(୫୩ କିଗ୍ରା) ମହିଳା ରେସଲିଂରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୭୨ କିଗ୍ରା ବିଭାଗରେ ଗୁରୁଶରନ କୌର ବ୍ରୋଞ୍ଜ ପଦକ…

ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଓ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ସହ ପତ୍ନୀ ମେଲାନିୟା, ଝିଅ ଇବାଂକା ଏବଂ ଜ୍ୟୋଇଁ ଜେରେଡ କୁଶ୍ନର ଆସିବେ । ଏକ ସ୍ୱତନ୍ତ୍ର ପ୍ରତିନିଧିମଣ୍ଡଳ ମଧ୍ୟ ତାଙ୍କ ସହିତ ଆସିବେ । ଆସନ୍ତୁ ଜାଣିବା କ’ଣ ରହିଛି ଟ୍ରମ୍ପଙ୍କ…

ପିପିଲି: ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ପିପିଲି: ପୁରୀର ପିପିଲି ଅଂଚଳରେ ଦନ୍ତା ହାତୀ ଆକ୍ରମଣରେ ଅନେକ ଧନଜୀବନ କ୍ଷତି ଘଟିଛି । ପୂର୍ବରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଅଜୟ କୁମାର ନାୟକ(୪୫)ଙ୍କ ଜୀବନ ନେଇଛି ଦନ୍ତା ହାତୀ । ଏହା ସହିତ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୪ରେ ପହଂଚିଛି । ଆହୁରି ୫ଜଣଙ୍କୁ ଗୁରୁତର…

ଆଇଟିଟିଏଫ ୱାର୍ଲ୍ଡ ଟୁର ହଙ୍ଗେରୀ ଓପନ: ଶରଥ-ସାଥିୟାଁ ଯୋଡିଙ୍କୁ ରୌପ୍ୟ

ବୁଡାପେଷ୍ଟ: ଭାରତୀୟ ଟେବୁଲଟେନିସ ପୁରୁଷ ଡବଲ୍ସ ଯୋଡ଼ି ଅଚନ୍ତା ଶରତ କମଲ୍ ଓ ଜି. ସାଥୀୟାନ୍ ଆଇଟିଟିଏଫ୍ ୱାର୍ଲ୍ଡ ଟୁର୍ ହଙ୍ଗେରୀ ଓପନରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେମାନେ ଜର୍ମାନୀ ଯୋଡ଼ି ବେନେଡିକ୍ଟ ଡୁଡା ଓ ପ୍ୟାଟ୍ରିକ୍ ଫ୍ରାଞ୍ଜିସ୍କାଙ୍କ ନିକଟରୁ  ୫-୧୧, ୯-୧୧, ୧୧-୮,…

୨୦୧୬ ଡବଲ ମର୍ଡର: ସିବିଆଇ ତଦନ୍ତ ଦାବି କଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡା: ୨୦୧୬ ମସିହାରେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି । ପୂର୍ବତନ ବିଧାୟକ ଅନୁପ ସାଏଙ୍କ ମାଆ, ପତ୍ନୀ, ଝିଅ, ବଡ ଭାଇ, ଭାଉଜ ଓ ଭଣଜା ଶନିବାର ଦିନ ସନ୍ଧ୍ୟାରୁ ଜିଲ୍ଲାପାଳ ଅଫିସ…

ଭାରତ ସରକାରକୁ ନକଲି ଆଧାର କାର୍ଡ ସମର୍ପଣ କରିବାକୁ ପ୍ରସ୍ତୁତ ରୋହିଂଗ୍ୟା ଶରଣାର୍ଥୀ ! ଜାଣନ୍ତୁ କାହିଁକି

ତେଲେଙ୍ଗାନା: ସାରା ଦେଶରେ ଏନଆରସି ଓ ସିଏଏକୁ ନେଇ ଆନ୍ଦୋଳନ ହେଉଛି । ଦିଲ୍ଲୀର ଶାହିନ ବାଗ ଆନ୍ଦୋଳନ ପୁରା ଦେଶର ବିରୋଧ ପ୍ରଦର୍ଶନର କେନ୍ଦ୍ର ଥିଲା । ଏବେ ଶାହିନ ବାଗ ପରେ ପୁଣି ଜାଫରାବାଦରେ ଆନ୍ଦୋଳନ ଉଗ୍ର ରୂପ ନେଇଛି । କିନ୍ତୁ ଏହା ମଧ୍ୟରେ ତେଲେଙ୍ଗାନାର ପାଖାପାଖି ୧୨୭ଜଣ ରୋହିଂଗ୍ୟା…