Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ଲକ୍ଷାଧିକ ଓଡିଆଙ୍କ ଜୀବନରେ ପରିବର୍ତ୍ତନ ଆଣିଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ ଲକ୍ଷାଧିକ ଓଡିଆଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ସେହିପରି ମହାମାରୀ ସମୟରେ ଲୋକଙ୍କୁ ସିଧାସଳଖ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ…

କୋଭିଡ୍ ପଜିଟିଭିଟିରେ ଓଡିଶାର ହାର କମ୍‌

ଭୁବନେଶ୍ୱର: କରୋନା ମହାମାରୀ ନିୟନ୍ତ୍ରଣରେ ଓଡିଶାର ସ୍ଥିତି ଭଲ ରହିଛି । ଦେଶର ପଜିଟିଭିଟି ହାରଠାରୁ ଓଡିଶାର ହାର କମ । ପଜିଟିଭିଟିି ରେଟ୍‌ରେ ଓଡିଶାର ପ୍ରଦର୍ଶନ ଭଲ ରହିଛି । ଦେଶରେ ପଜିଟିଭିଟି ହାର ୮.୬୯ ପ୍ରତିଶତ ଥିବା ବେଳେ ଓଡିଶାର ପଜିଟିଭିଟି ହାର ରହିଛି ୬ ପ୍ରତିଶତ । ୨୬ଟି ରାଜ୍ୟ…

୫ ଜିଲ୍ଲାକୁ ପ୍ରବଳ ବର୍ଷାର ରେଡ୍ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ୫ ଜିଲ୍ଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଓ ଦେବଗଡରେ ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହି ସମୟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସମ୍ଭାବନା ରହିଛି । ତେଣୁ ଏହି ୫ଟି ଜିଲ୍ଲା…

କେନ୍ଦ୍ରାପଡାର ପ୍ରତି ବ୍ଳକ୍‌କୁ ମିଳିବ ଭେଂଟିଲେଟର ଯୁକ୍ତ ଆମ୍ବୁଲାନ୍ସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରାପଡାର ବିଧାୟକ ଓ ସରପଂଚ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ କରୋନା ସ୍ଥିତି ବାବଦରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ନିୟନ୍ତ୍ରଣରେ କେନ୍ଦ୍ରାପଡାରେ ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆଗକୁ ସତର୍କ ରହି ଲଢେଇ…

କରୋନାରେ ୱାର୍କ ଫ୍ରମ୍ ହୋମ୍ ଟ୍ରେଣ୍ଡ୍‌: ଘରମୁହାଁ ବାହାର ରାଜ୍ୟରେ ରହୁଥିବା ଆଇଟି ପ୍ରଫେସନାଲ

ଭୁବନେଶ୍ୱର: କରୋନା ପାଇଁ ଆଇଟି କମ୍ପାନୀଗୁଡିକ ଆସନ୍ତା ୫ ମାସ ଯାଏଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିଷ୍ପତ୍ତି ନେଲେଣି । ତେଣୁ ରାଜ୍ୟ ବାହାରେ ଥିବା ଆଇଟି ଇଂଜିନିଅରମାନେ ପରିବାର ସହ ନିଜ ନିଜ ଘରକୁ ଫେରୁ ଥିବା ଦେଖିବାକୁ ମିଳୁଛି । ବର୍ଷକୁ ମାତ୍ର ଥରେ କି ଦୁଇ ଥର ସେ ବି ବେଶୀ ହେଲେ…

ଆମେରିକା ସହ ବିବାଦ ବଢ଼ିବା ପରେ ଇରାନ ଲଂଚ କଲା ୨ଟି ମିଶାଇଲ

ତେହେରାନ୍‌:ଆମେରିକା ଓ ଇରାନ ମଧ୍ୟରେ ଉପୁଜିଥିବା ବିବାଦ କମିବାର ନାମ ଧରୁନି । ଏହି ଅବସରରେ ଗୁରୁବାର ଇରାନ ବିଶ୍ୱକୁ ତାର ସାମରିକ କ୍ଷମତା ଦେଖାଇବା ପାଇଁ ୨ଟି ଶକ୍ତିଶାଳୀ ମିଶାଇଲ ଲଂଚ କରିଛି । ଗତ ବର୍ଷ ଆମେରିକା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜେନେରାଲ କାସିମ ସୁଲେମାନୀ ଓ ଅବୁ…

କେତେ ଆଗେଇଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ?

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଏଥିପାଇଁ IIT ମାଡ୍ରାସ, L&T ଓ CBRI Roorkeeରୁ ଦକ୍ଷ ଇଂଜିନିଅରଙ୍କୁ ନିୟୋଜିତ କରାଯାଇଛି । ପ୍ରାଥମିକ ସ୍ତରରେ ଇଂଜିନିଅରମାନେ ମନ୍ଦିର ନିର୍ମାଣ ସ୍ଥାନରୁ ମାଟି ସଂଗ୍ରହ କରି ଯାଂଚ କରୁଛନ୍ତି…

ଚୀନର ୭ ବିମାନ ବନ୍ଦର ଉପରେ ଭାରତର କଡା ନଜର

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଉପୁଜିଥିବା ବିବାଦର ଏ ପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ । ଉଭୟ ଦେଶ ଛକା ପଞ୍ଝା ସ୍ଥିତିରେ ରହିଛନ୍ତି । ପଛରୁ ଛୁରୀ ଭୂଷିବା ଚୀନର ପ୍ରକୃତି ଥିବାରୁ ଭାରତୀୟ ସେନା ସତର୍କ ରହିଛନ୍ତି । ଏହା ବ୍ୟତୀତ ଭାରତ ନିକଟରେ ଥିବା ଚୀନର ୭ ବିମାନ ବନ୍ଦର ଉପରେ…

ଭୁବନେଶ୍ୱରରେ ଆକ୍ଟିଭ କେସ୍ ତୁଳନାରେ ଅଧିକ ରହିଛି ଆରୋଗ୍ୟଙ୍କ ସଂଖ୍ୟା; ଜାଣନ୍ତୁ, ଆଜି କେତେ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଗଣେଶ ପୂଜା ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ: ହାଇକୋର୍ଟ

କଟକ: ଆଉ ଦିନକ ପରେ ଗଣେଶ ଚତୁର୍ଥୀ । ତେବେ ଚଳିତ ବର୍ଷ ମଣ୍ଡପରେ ଗଜାନନ ପୂଜା ପାଇବେ କି ନାହିଁ ଏବଂ ଭକ୍ତମାନେ ଗଣେଶଙ୍କୁ ମଣ୍ଡପରେ ଦେଖି ପାରିବେ ନା ନାହିଁ ସେ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ । ତେବେ ଏହାରି ଭିତରେ ସ୍ଥାନୀୟ ପ୍ରଶାସନଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ହାଇକୋର୍ଟ ।…