ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା
ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଏକାମ୍ରକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ରାତି ୯ଟା ୪୫ ମିନିଟରେ ଏହି ମହାଦୀପ ମନ୍ଦିର ଉପରକୁ ଉଠିଥିଲା । ହଜାର ହଜାର ଭକ୍ତମାନଙ୍କ ଜୟ ଜୟକାର ଧ୍ୱନୀ ମଧ୍ୟରେ ଏହି ମହାଦୀପକୁ ସେବାୟତ ମନ୍ଦିର ଉପରେ ଜଳାଇଛନ୍ତି ।…