ଅନ୍ତର୍ଜାତୀୟ ମାତୃଭାଷା ଦିବସ: କେତେ ସୁରକ୍ଷିତ ଆମ ମାତୃଭାଷା…
ଭୁବନେଶ୍ୱର: ଓଡ଼ିଆରେ ଏକ ପଂକ୍ତି ରହିଛି "ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ"...।
ଏହାର ଅର୍ଥ ଯିଏ ମାତୃଭାଷାକୁ ସମ୍ମାନ ଦେଇ ଜାଣି ନାହିଁ ତାଠାରୁ ମୂର୍ଖ ସାଂସରରେ ନାହିଁ ।
ଲୋକଙ୍କ ମନରୁ ମାତୃଭାଷା ପ୍ରତି…