Latest Odisha News

BREAKING NEWS

ମଜମୁଦାରଙ୍କ ଅପରାଜିତ ଶତକ: ବେଙ୍ଗଲ ୩୦୮/୬

କଟକ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ୱାର୍ଟରଫାଇନାଲର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ବିନିମୟରେ ୩୦୮ ରନ ସଂଗ୍ରହ କରିଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ବେଙ୍ଗଲ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।…

ପର୍ଣ୍ଣ ଷ୍ଟାର ହେଲେ ଓସ୍କାର ବିଜେତା ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଝିଅ

ଲଣ୍ଡନ: ୧୧ ଓସ୍କାର ବିଜେତା ଫିଲ୍ମ କରିଥିବା ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ପର୍ଣ୍ଣ ଷ୍ଟାର! ଏହା ଆଶ୍ଚର୍ଯ୍ୟ ହେଲେ ବି ସତ । ୨୩ ବର୍ଷୀୟ ମିକାଇଲ ସ୍ପିଲବର୍ଗ ନିଜେ ଏହା ସ୍ୱୀକାର କରିଛନ୍ତି । ବାପା ଓ ମାଆ (କେଟ) ନ ପଚରାରିବାରୁ ବାଧ୍ୟ ହୋଇ ଏହି ପନ୍ଥା ଆପଣାଇ ନେଲି ବୋଲି ସେ କହିଛନ୍ତି ।…

ଏମିତି ଏକ ମସଜିଦ, ଯେଉଁଠି କୋରାନ ସାଙ୍ଗରେ ସ୍ଥାନ ପାଇଛି ଗୀତା ଓ ବାଇବେଲ…

ଆସାମ: ଈଶ୍ୱର ଆଲ୍ଲା ସବୁ ସମାନ । ଭଗବାନ ମଣିଷ ଜନ୍ମ କରିଛନ୍ତି ଏହି ମଣିଷ ହିଁ ଜାତି ଭେଦ ସୃଷ୍ଟି କରୁଛି । ବିଭିନ୍ନତା ମଧ୍ୟରେ ଏକତା ବଜାୟୀ ରଖୁଥିବା ଆମ ଦେଶ ଭାରତର ଆସାମର ଏକ ମସଜିଦରୁ ସାମ୍ନାକୁ ଆସିଛି ଏଭଳି ଉଦାହରଣ ମୂଳକ କାର୍ଯ୍ୟ । ଯାହା ଦେଶରେ ପାଇଁ ଉଦାହରଣ ପାଲଟିଛି ।…

ପ୍ରଥମ ଥର ଲିଙ୍ଗାୟତ ମଠର ମୁଖ୍ୟ ପୂଜାରୀ ହେବେ ଜଣେ ମୁସଲମାନ

ହୁବଳୀ: ଉତ୍ତର କର୍ଣ୍ଣାଟକର ଗଡଗ ଜିଲ୍ଲାରେ ସ୍ଥିତ ଲିଙ୍ଗାୟତ ମଠରେ ଜଣେ ମୁସଲିମ ବ୍ୟକ୍ତିକୁ ମୁଖ୍ୟ ପୂଜାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୩୩ ବର୍ଷୀୟ ଦିବାନ ଶରୀଫ ରହମାନସାବ ମୁଲ୍ଲାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେ ୨୬ ଫେବୃଆରୀରେ ପୂଜକ ପଦ ଗ୍ରହଣ କରିବେ । ନଭେମ୍ବର ୧୦, ୨୦୧୯…

ବେଧଡକ ଚାଲିଛି ଅପମିଶ୍ରଣ, କ୍ଷୀରରେ ମିଶୁଛି ସାମ୍ପୁ, ସ୍ପିରିଟ୍‌

ମଧ୍ୟପ୍ରଦେଶ: କ୍ଷୀରରେ ମିଶୁଛି ସାମ୍ପୁ । କେବଳ ସେତିକି ନୁହେଁ ସ୍ପିରିଟ୍‌ରେ ତିଆରି ହେଉଛି କ୍ଷୀର । ଏଭଳି ଏକ ସାଂଘାତିକ ସତ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରୁ । ଏଠାରେ ନକଲି କ୍ଷୀର ତିଆରି କରାଯାଉଥିବା ନେଇ ପୋଲିସ ଚଢ଼ାଉ ବେଳେ ଜଣାପଡିଛି । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା…

ଏହି ଘରୋଇ ଉପାୟରେ ଫେରାଇ ଆଣନ୍ତୁ ଧଳା କପଡ଼ାର ପୂର୍ବ ଚମକ..

ଭୁବନେଶ୍ୱର: ଧଳା ବା ଶୁଭ୍ର କପଡା ପିନ୍ଧିବାକୁ କାହାକୁ ବା ଭଲ ଲଗେନାହିଁ । ଯେକୌଣସି ବର୍ଣ୍ଣର ବ୍ୟକ୍ତି ଧଳା ରଙ୍ଗର ପୋଷାକ ପରିଧାନ କଲେ ତାଙ୍କର ବ୍ୟକ୍ତିତ୍ୱ ଦ୍ଵି ଗୁଣିତ ହୋଇଯାଏ। କିନ୍ତୁ ଧଳା ରଙ୍ଗର ଡ୍ରେସ ହେଉ ବା ବେଡ ସିଟ ହେଉ କିଛି ଦିନ ରହିବା ପରେ ଏହା ମାଟିଆ ଦେଖାଯାଏ ।…

ଆପଣ ବ୍ୟବହାର କରୁଥିବା ଅଟା ନକଲି ନୁହେଁ ତ, ଜାଣନ୍ତୁ ଏହି ସରଳ ଉପାୟରେ…

ଭୁବନେଶ୍ୱର: ଖାଦ୍ୟପଦାର୍ଥର ଶୁଦ୍ଧତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । କେଉଁଠି ଚାଉଳ ନକଲି, ଆଉ କେଉଁଠି ଅଣ୍ଡା ନକଲି । ବାରମ୍ବାର ଗଣମାଧ୍ୟମରେ ଖାଦ୍ୟର ଅଶୁଦ୍ଧତା ନେଇ ପ୍ରଶ୍ନ ଉଠୁଛି । ତେବେ ଏହା ମଧ୍ୟରେ ପ୍ରଶ୍ନ ଉଠୁଛୁ ଆମେ ଖାଉଥିବା ଏହି ଅଟା ଅସଲି କିମ୍ବା ନକଲି ଜାଣିବା କିପରି?…

ସ୍କୁଲରେ ଶ୍ରମିକଙ୍କ ପରି କାମ କରୁଥିଲେ ଛାତ୍ର; ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା ଭିଡ଼ିଓ

ବ୍ରହ୍ମପୁର: ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଏକ ଘରୋଇ ସ୍କୁଲରେ ଛାତ୍ରମାନେ ଶ୍ରମିକଙ୍କ ପରି କାର୍ଯ୍ୟ କରୁଥିବା ଦୃଶ୍ୟର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡ଼ିଓରେ କିଛି ଛାତ୍ରମାନେ ଏକ ନିର୍ମାଣାଧୀନ ବିଲ୍ଡିଂ ପାଖରେ ଇଟା ବୋହୁଥିବାଥିବାର ଦୃଶ୍ୟ ରହିଛି…

ବାଙ୍କୀ ଡବଲ ମର୍ଡର: କ୍ରାଇମବ୍ରାଂଚ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର: ବାଙ୍କୀ ଡବଲ ମର୍ଡର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛି କଂଗ୍ରେସ । ଫେବୃଆରୀ ୧୫ ତାରିଖରେ ଜୋକଲାଞ୍ଜି ଡ୍ୟାମ ନିକଟରେ ନୂଆଗାଁ ସରପଂଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ(୫୦) ଓ ତାଙ୍କ ସହଯୋଗୀ ତଥା ଯୁବ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୫)ଙ୍କୁ ଦୁର୍ବୃତ୍ତମାନେ ହତ୍ୟା…

ଦୃଷ୍ଟିଶକ୍ତି କମ୍ ହୋଇ ଯାଇଥିଲେ ଆଜିଠୁଁ ଖାଇବା ଆରମ୍ଭ କରନ୍ତୁ ଏହି ପରିବା !

ଭୁବନେଶ୍ୱର: ଯଦି ଆପଣଙ୍କ ଦୃଷ୍ଟି ଶକ୍ତି କମ୍ ହୋଇଯାଇଥିବା ଆପଣ ଅନୁଭବ କରୁଛନ୍ତି, ତେବେ ଆଦୋୖ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ପାରିବା ସମ୍ପର୍କରେ କହିବୁ ଯାହାକୁ ନିୟମିତ ସେବନ ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ଠିକ ହୋଇଯିବ । ଗାଜର ଶରୀର ପାଇଁ ବେଶ୍‌…