Latest Odisha News

BREAKING NEWS

୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଜରିମାନା ଲାଗୁ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା । ଏନେଇ ସୁପ୍ରିମକୋର୍ଟ ଆଜି ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି । ରାଜ୍ୟରେ ସାମୂହିକ ରୋଷେଇ ଶାଳ ନିର୍ମାଣ କରାଯାଇଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିବାକୁ ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ…

ଓଡ଼ିଶା ବଜେଟ୍ ସମ୍ପର୍କରେ ଜାଣିବାକୁ ଡାଉନଲୋଡ଼ କରନ୍ତୁ ଏହି ଆପ୍ପ୍‌

ଭୁବନେଶ୍ୱର: ଓଡ଼ିଶାର ୨୦୨୦-୨୧ ବଜେଟ୍ ସମ୍ପର୍କରେ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ବିବରଣୀ ଜଣାଇବାକୁ ରାଜ୍ୟ ସରକାର ‘ଓଡ଼ିଶା ବଜେଟ୍‌’ ନାମକ ଏକ ନୂଆ ମୋବାଇଲ୍ ଆପ୍ ଲଞ୍ଚ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଯେକୌଣସି ବ୍ୟକ୍ତି ଓଡ଼ିଶା ବଜେଟ ସମ୍ପର୍କୀତ ଏହି ଡ଼ିଜିଟାଲ୍ ପର୍ମର…

ମାଆ କୋଳରୁ ଜନ୍ମ ନେଲା ଅଦ୍ଭୁତ ଶିଶୁ; ଚିକିତ୍ସା ପାଇଁ ଶିଶୁଭବନରେ ଭର୍ତ୍ତି

କଟକ: କଟକ ଶିଶୁଭବନରେ ଏକ ବିରଳ ନବଜାତ ଶିଶୁପୁତ୍ରକୁ ଭର୍ତ୍ତି କରାଯାଇଛି । ଶିଶୁଟିର ଅନ୍ତନଳୀ ଓ ଯକୃତ ଶରୀର ବାହାରେ ଅଛି । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା କୁଲଢ଼ା ଗାଁର ସୁଜାତା ଗୌଡ ଶନିବାର ଦିନ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁର…

ଫାଇଟର ପାଇଲଟ ଭୂମିକାରେ କଙ୍ଗନା

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାନାୱତ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ । ତେଜସ ନାମକ ତାଙ୍କର ଆଗାମୀ ଫିଲ୍ମରେ ସେ ଜଣେ ଫାଇଟର ପାଇଲଟ ଭୂମିକା ନିର୍ବାହ କରୁଛନ୍ତି । ଏହି ଫିଲ୍ମର ଫାର୍ଷ୍ଟ ଲୁକ୍ କଙ୍ଗନା ଶେୟାର କରିଛନ୍ତି । ପାଇଲଟ ଭାବେ ଗ୍ଲାମର କୁଇନ କଙ୍ଗନା ଆହୁରି…

ଜନ୍ମ ହେଉ ହେଉ ମୁଣ୍ଡ ଉପରେ ୧୮ ହଜାରରୁ ଅଧିକ ଋଣ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଋଣରେ ବୁଡିଛି ଓଡ଼ିଶା । ଜନ୍ମ ହେବା କ୍ଷଣି ଛୋଟ ଛୁଆ ମୁଣ୍ଡରେ ଝୁଲୁଛି ୧୮ ହଜାର ଟଙ୍କାରୁ ଅଧିକ ଋଣ । କାରଣ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ବଢ଼ି ୧୮୪୯୭.୫୮ ଟଙ୍କାରେ ପହଂଚିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ଦେବୀ ରଂଜନ…

ବିଶ୍ୱର କେଉଁ ଦେଶ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ? ଜାଣନ୍ତୁ

ନୂଆଦିଲ୍ଲୀ: ଥମୁନି କରୋନା ମୃତ୍ୟୁ ସଂଖ୍ୟା । ଏଯାଏଁ ଚୀନରେ ଘାତକ କରୋନା ଭାଇରସ ଯୋଗୁଁ ୧,୭୭୦ଜଣଙ୍କ ମୃତ୍ୟୁ ହୋଇସାରିଛି । ପାଖାପାଖି ୭୦, ୫୪୮ରୁ ଅଧିକ ଲୋକ ସଂକ୍ରମିତ ଥିବା ଆଶଙ୍କା କରାଯାଉଛି । ଚୀନ ବ୍ୟତୀତ ବିଶ୍ୱର ଅନେକ ଦେଶରେ ୧୦୦ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି ।…

ବିଧାନସଭାରେ ପ୍ରଶ୍ନ ଉତଥାପନ ଲାଗି ଲଟେରି ସିଷ୍ଟମ ଦାବି କଲା ବିଜେପି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିବସରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ଗୃହରେ ଲଟେରି ସିଷ୍ଟମ ମାଧ୍ୟମରେ ବିଧାୟକମାନଙ୍କୁ ପ୍ରଶ୍ନ ଉତଥାପନ ଲାଗି ଯୁଯୋଗ…

ସହି ପାରିଲେନି ପ୍ରଂଶସା, ମିଲନ୍ଦଙ୍କୁ ଦଳ ଛାଡିବାକୁ କହିଲେ ମାକେନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଅନ୍ତଃକନ୍ଦଳ ଦେଖାଦେଇଛି । ଆପ୍‌ର ବିଜୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଂଗ୍ରେସ ନେତା ମିଲିନ୍ଦ ଦେଓରା ପ୍ରଶଂସା କରିଛନ୍ତି । ହେଲେ ଏହାକୁ ସହ୍ୟ କରି ପାରିନାହାନ୍ତି କଂଗ୍ରେସର ଆଉ…

ଶିବଙ୍କ ପାଇଁ ଖାଲି ରଖିଲେ ସିଟ୍‌, ପ୍ରଶ୍ନ ଉଠାଇଲେ ୱବେସି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶି ମହାକାଳ ଏକ୍ସପ୍ରେସ ଉଦଘାଟନ କରିଛନ୍ତି । ଯାହା ତିନୋଟି ଧାର୍ମିକ ସହର ବାରଣାସୀ, ଉଜୈନ ଏବଂ ଓଁକାରେଶ୍ୱରକୁ ଯୋଡ଼ୁଛି । ବାରାଣାସୀରୁ ଇନ୍ଦୋର ଯିବାକୁ ଥିବା କାଶି ମହାକାଳ ଏକ୍ସପ୍ରେସରେ ଭଗବାନ ଶିବଙ୍କ ପାଇଁ ଏକ ସିଟ ଖାଲି ରଖାଯାଇଛି ।…

ବଢ଼ିଲା ପାରଦ: କେଉଁ ସହରରେ କେତେ ରହିଛି ତାପମାତ୍ରା,ଜାଣନ୍ତୁ

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଫେବୃଆରୀ ୧୫ ତାରିଖରୁ ରାଜ୍ୟରେ ଶୀତର ପ୍ରଭାବ କମ୍ ହୋଇ ଖରାର ପ୍ରଭାବ ବଡିଛି। ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ପାଖାପାଖି ୩୫ଡିଗ୍ରୀ ରାହୁଛି । ପାଣିପାଗ ବିଭାଗ ପକ୍ଷରୁ…