ପାକିସ୍ତାନରେ ଜାତୀୟ ପତାକା ଅଧିନରେ ଭାରତ କବାଡି ଟିମ୍ ଖେଳିପାରିବନି
ନୂଆଦିଲ୍ଲୀ: ବିନା ଅନୁମତିରେ ପାକିସ୍ତ୍ନ ଗସ୍ତରେ ଯାଇଥିବା ଭାରତୀୟ କବାଡି ଟିମ୍ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛି । ଫଳସ୍ୱରୂପ ଭାରତୀୟ କବାଡି ଫେଡେରେଶନ ପାକିସ୍ତାନକୁ ପତ୍ର ଲେଖି ଜଣାଇଛି ଯେ, ଜାତୀୟ ପତାକା ଅଧିନରେ ଭାରତ ଟିମକୁ ବିଶ୍ୱକପ ଖେଳିବାକୁ ଅନୁମତି ନ ଦିଆଯାଉ ।…