ରାଷ୍ଟ୍ର ନିର୍ମାଣରେ ଟିକସ ଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ସଚ୍ଚୋଟ କରାଦାତାଙ୍କ ଲାଗି ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ-ଅନରିଂ ଦ ଅନେଷ୍ଟ’ ନାମକ ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ମୋଦି କହିଛନ୍ତି ଯେ ଏହି ନୂଆ ନିୟମ ଟିକସ ଦାତାଙ୍କୁ ଭୟମୁକ୍ତ କରିବ ଏବଂ ସଚ୍ଚୋଟ…