Latest Odisha News

BREAKING NEWS

କାଲିଠୁ ବର୍ଷୁଛି, ମାଲକାନଗିରିରେ ବନ୍ୟା ପରିସ୍ଥିତି

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଗତକାଲିଠାରୁ ବର୍ଷା ଚାଲିଛି । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ ଉପରେ ବହୁଛି ବର୍ଷା ପାଣି । ପ୍ରଭାବିତ ହୋଇଛି ଜନଜୀବନ । ଲଗାଣ ବର୍ଷାରେ ପୋଟେରୁ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ…

ଅଗଷ୍ଟ ୧୫ରୁ ଖୋଲିବ ଏମକେସିଜି ଓପିଡି

ବ୍ରହ୍ମପୁର: ଆସନ୍ତା ୧୫ ତାରିଖରୁ ଖୋଲିବ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଓପିଡି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତେବେ ମେଡିକାଲ ଆସିବା ବେଳେ ରୋଗୀ ଓ ସମ୍ପର୍କୀୟ ମାନିବେ କୋଭିଡ୍ ନିୟମ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।…

ଜନ୍ମ ଦିନରେ ସୋସିଆଲ ମିଡିଆରେ ପିଲା ବେଳ ଫଟୋ ସେୟାର କଲେ ସାରା ଅଲ୍ଲୀ ଖାନ

ମୁମ୍ବାଇ: ୨୫ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଜନ୍ମଦିନ ସେଲିବ୍ରେଶନର କିଛି ସ୍ପେଶାଲ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସାରା । କେବଳ ସେତିକି ନୁହେଁ ନିଜ ପିଲା ବେଳର ଫଟୋକୁ ସେୟାର ବି କରିଛନ୍ତି । ଏହି ପିଲା ବେଳର ଫଟୋରେ କେଉଁଠି ରଙ୍ଗ…

ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ଓ ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କୁ କରୋନା । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ଏବେ ହୋମ୍ ଆଇସୋଲେସନରେ ଅଛନ୍ତି ଶ୍ରୀପଦ ନାଏକ । କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି, ନିକଟ ଅତୀତରେ…

ବିଶ୍ଵ ହସ୍ତୀ ଦିବସ: ସଚେତନ କରିବା ଉଦ୍ଦେଶ୍ୟରେ ସୁଦର୍ଶନଙ୍କ ବାଲୁକା କଳା

ଭୁବନେଶ୍ୱର : ବିଶ୍ଵ ହସ୍ତୀ ଦିବସ ଅବସରରେ ଆଜି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିବାର ଉଦ୍ୟମ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରଠାରେ ବାଲିରେ ସେ ଏକ ମାଆ ହାତୀ ଓ ଛୁଆ ହାତୀକୁ ଦର୍ଶାଇଛନ୍ତି । ଦିନକୁ ଦିନ ମଣିଷ…

ତେଲୁଗୁ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ତମନ୍ନା

ଭୁବନେଶ୍ୱର: ଟଲିଉଡରେ ଦେଖିବାକୁ ମିଳିବେ ଓଡିଆ ଅଭିନେତ୍ରୀ ତମନ୍ନା । ଫିଲ୍ମ ‘ଭେୟି ଶୁଭାମୁଲୁ କାଲୁଗୁ ନିକୁ’ରେ ସେ ଅଭିନେତା ବିଜୟ ରାଜାଙ୍କ ଅପୋଜିଟ୍‌ରେ ନଜର ଆସିବେ । ନିକଟରେ ଫିଲ୍ମର ମହୁରତ ସରିଛି । ଜୟଦୁର୍ଗା ମଲଟି ମିଡିଆ ମୁଭିଜ୍ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର…

ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ ପାଳିତ

'ଭୁବୋଭାରାବତାରକଂ ଭବାବଧୀକର୍ଣ୍ଣଧାରକମ୍ ଯଶୋମତୀ-କିଶୋରକଂ ନମାମି ଦୁଗଧଚୋରକମ ।।' ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି । ମଥୁରାରୁ ଯାଇ ଗୋପପୁରରେ ପହଞ୍ଚିଛନ୍ତି କଳା କହ୍ନେଇ । ସେଠାରେ ନାଭିକଟା ନୀତି ସମ୍ପନ୍ନ ହୋଇଛି ।…

ସ୍ୱାଧୀନତା ସଂଗ୍ରାମ ଲଢ଼େଇରେ ଅଜଣା, ଅଶୁଣା ହୋଇ ରହି ଯାଇଥିବା ବୀରପୁରୁଷମାନେ

ପୁରୀ:କିଛି ହାତଗଣତି ମହାପୁରୁଷ ଭାରତକୁ ସ୍ୱାଧୀନ କରିଛନ୍ତି ଭାବିବା ଭୁଲ । ମହାତ୍ମା ଗାନ୍ଧୀ, ସୁବାସ ବୋଷ, ଜବାହାରଲାଲ ନେହେରୁଙ୍କ ପରି ମହାପୁରୁଷ ଆଢ଼ୁଆଳରେ ରହି ଯାଇଛନ୍ତି ଅନେକ ବୀର ପୁରୁଷ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ । ରାନୀ ଗାଇଡିନିଲୁ: ବ୍ରିଟିଶ ସରକାର ବିରୋଧରେ ରାନୀ…

ଆଜି ଭୁବନେଶ୍ୱରର ଏକ ହୋଟେଲରୁ ୧୮ ଜଣଙ୍କ ସମେତ ୧୮୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ  ଭୁବନେଶ୍ଵରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ରାଜଧାନୀରୁ ଦୈନିକ ଶତାଧିକ ପଜିଟିଭ୍ କେସ ସଂଖ୍ୟା ସାମ୍ନାକୁ ଆସୁଛି। ଭୁବନେଶ୍ଵରରୁ ଆଉ ୧୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର…

ସୁସ୍ଥ ହେଲେ ଆଉ ୧୬୭୩ କରୋନା ଆକ୍ରାନ୍ତ, ୩୬ ହଜାର ଡେଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂଖ୍ୟା । ଏଥିସହ ଆରୋଗ୍ୟ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ିଚାଲିଛି । ଆଜି ପୁଣି ରାଜ୍ୟରୁ ୨୮ ଜିଲ୍ଲାରୁଚ ୧୬୭୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନାରୁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୬,୪୭୮ରେ ପହଂଚିଛି ।…