ସିଲ ହେଲା ବୁର୍ଲା ଥାନା: ସଙ୍ଗରୋଧରେ ଥାନାର ସମସ୍ତ କର୍ମଚାରୀ
ବୁର୍ଲା: ବନ୍ଦ ହେଲା ସମ୍ବଲପୁରର ବୁର୍ଲା ଥାନା । ବୁର୍ଲା ଥାନାର ଦୁଇ ଜଣ ପୋଲିସ କର୍ମଚାରୀ କରୋନା ପୋଜେଟିଭ୍ ଚିହ୍ନଟ ହେବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଗାମୀ ୫ ଦିନ ପାଇଁ ଥାନାକୁ ସିଲ୍ କରାଯିବା ସହ ସାନିଟାଇଜ୍ଇଜ କରାଯାଇଥିବା ସୂଚନା ମିଳିଛି ।ସଂକ୍ରମିତ…