Latest Odisha News

BREAKING NEWS

ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି; କ’ଣ ରହିଛି ଏହାର ମାହାତ୍ମ୍ୟ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି । ଏହା ବର୍ଷର ଏକାଦଶ ସଂକ୍ରାନ୍ତି । ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ମକର ରାଶିରୁ କୁମ୍ଭ ରାଶିକୁ ଗମନ କରନ୍ତି । ୧୨ଟି ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ପରେ କୁମ୍ଭ ସଂକ୍ରାନ୍ତି ଶ୍ରେଷ୍ଠ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଆଜି ଗୃହରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୩-୦୨-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ମାସ   ତା ୧୩ ରିଖ ଗୁରୁବାର  କୁମ୍ଭ  ୧ ଦିନ  ଫାଲଗୁନ   ମାସ କୃଷ୍ଣ  ପକ୍ଷ ପଞ୍ଚମୀ  ତିଥି  ହସ୍ତା   ନକ୍ଷତ୍ର ଦିନ ୧୦ଟା…

ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟା; ମନ ମୋହିଲା ଭାରତର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍‍ଯାପିତ ହୋଇଯାଇଛି। ଏହି ଅବସରରେ ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ପରିବେଶିତ…

ଲଞ୍ଚ ହେଲା ସାମସଙ୍ଗ ଏସ୨୦ ସିରିଜର ତିନି ସ୍ମାର୍ଟଫୋନ; ଜାଣନ୍ତୁ କ’ଣ ରହିବ ଦାମ…

ନୂଆଦିଲ୍ଲୀ: ବହୁତ ସମୟ ଚର୍ଚ୍ଚାରେ ଥିବା ସାମସଙ୍ଗ ଶେଷରେ ଅଫିସିଆଲି ଭାବେ ଲଞ୍ଚ କରିଛି ନିଜର ଏସ୨୦ ଫ୍ଲାଗସିପ ସ୍ମାର୍ଟଫୋନ | ଦକ୍ଷିଣ କୋରିଆର ଏହି କମ୍ପାନୀ ତାର ଏହି ସ୍ମାର୍ଟଫୋନ ଗାଲାକ୍ସି ଏସ୨୦, ଗାଲାକ୍ସି ଏସ୨୦+ ଓ ଗାଲାକ୍ସି ଏସ୨୦ ଅଲ୍ଟ୍ରା | ଏହାର ଲଂଚିଙ୍ଗ…

ଆସନ୍ତା ୧୯ରୁ ମହାରାଷ୍ଟ୍ରର ସମସ୍ତ କଲେଜରେ ବାଧ୍ୟତାମୂଳକ ହେବ ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ସମସ୍ତ କଲେଜ ଗୁଡିକରେ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ କରିଛନ୍ତି । ଏହା ଆସନ୍ତା ୧୯ ତାରିଖରୁ ଲାଗୁ କରିଦିଆଯିବ । କଲେଜ ଗୁଡିକରେ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି । Maharashtra…

ଓଡ଼ିଶା ଜନସଂଖ୍ୟାର ୮୩ % ଲୋକଙ୍କ ଜୀବନ ମାନଦଣ୍ଡରେ ପରିବର୍ତ୍ତନ ଆଣିବ ‘ମୋ ସରକାର’: ନବୀନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏବଂ ପାନୀୟ ଜଳ ବିଭାଗ ବୁଧବାର ଦିନ ‘ମୋ ସରକାର’ରେ ସାମିଲ୍ ହୋଇଛି । ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ହିଁ ଗ୍ରାମାଞ୍ଚଳ ଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ‘ମୋ ସରକାର’ ହିଁ ଓଡ଼ିଶା ଜନସଂଖ୍ୟାର ୮୩ ପ୍ରତିଶତ ଲୋକଙ୍କ…

ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ୱେଣ୍ଡେଲ ରୋଡ୍ରିକ୍ସଙ୍କ ନିଧନ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ୱେଣ୍ଡେଲ ରୋଡ୍ରିକ୍ସଙ୍କ ଆଜି ମୃତୁ୍ୟ ହୋଇଛି । ୬୦ ବର୍ଷୀୟ ୱେଣ୍ଡେଲଙ୍କ ନିଧନ ଗୋଆରେ ହୋଇଛି । ସେ ୨୮ ମେ, ୧୯୬୦ ମସିହାରେ ଗୋଆରେ ଜନ୍ମ ଗ୍ରହଣ କରିଥିଲେ । କ୍ୟାଥୋଲିକ୍ ଗୋଅନ ପରିବାରରେ ଜନ୍ମ ଗ୍ରହଣ କରିଥିବା ୱେଣ୍ଡେଲ ଫ୍ୟାଶନ ଡିଜାଇନିଂରେ…

ତିନି ପିଏସୟୁ ସାଧାରଣ ବୀମା କମ୍ପାନୀରେ ୨୫୦୦କୋଟି ପୁଞ୍ଜି ଲଗାଇବେ ସରକାର !

ନୂଆଦିଲ୍ଲୀ: ସରକାର ତିନି ପିଏସୟୁ ସାଧାରଣ ବୀମା କମ୍ପାନୀରେ ୨୫୦୦କୋଟି ପୁଞ୍ଜି ଲଗାଇବା କୁ ସରକାର ନିଷ୍ପତ୍ତି ନେଇଛନ୍ତି | ଏହି ତିନି କମ୍ପାନୀ ହେଉଛନ୍ତି ଓରିଏଣ୍ଟାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ଼ (ଓଆଇସିଏଲ), ନେସନାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ଼ (ଏନଆଇସିଏଲ) ଓ ୟୁନାଇଟେଡ଼…

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ରାଜ୍ୟର ସଂଖ୍ୟା ଲଘୁ ସମ୍ପ୍ରଦାୟର ଧର୍ମାନୁଷ୍ଠାନ ଗୁଡିକର ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର ପ୍ରଦାନ କରିଛନ୍ତି । ସ୍ପେଶାଲ୍ ପ୍ରୋବଲେମ୍ ଫଣ୍ଡରୁ୧୬ କୋଟି ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ତନ୍ମମଧ୍ୟରୁ…

ମୋଦୀଙ୍କ ମେସେଜକୁ ସନୀ ଲିଓନଙ୍କ ଅପେକ୍ଷା

ନୂଆଦିଲ୍ଲୀ: ପର୍ନ ଷ୍ଟାରରୁ ବଲିଉଡ ଅଭିନେତ୍ରୀ ସାଜିଥିବା ସନୀ ଲିଓନ ତାଙ୍କର ନୂତନ ଫିଲ୍ମ ରଙ୍ଗୀଲା ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଶୁଟିଂ ସେଟରେ ତାଙ୍କୁ ଯେତେବେଳେ ପଚରାଗଲା କେଉଁ ସେଲିବ୍ରେଟିଙ୍କ ମେସେଜ ପାଇଲେ ସେ ସବୁଠାରୁ ବେଶି ଖୁସି ହେବେ । ଏହାର ଉତରରେ ସନୀ ଲିଓନ କହିଥିଲେ…