Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ ଫଳାଫଳ: ବିଜେପି ୧୨, ଆପ୍ ୫୮ ସିଟରେ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସିବ । ଆପ୍ ୫୮ ସିଟରେ ଆଗୁଆ ଅଛି । ସେପଟେ ବିଜେପି ୧୨ ସିଟରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲିନି ।୨୦୧୫ ମସିହାରେ ଆପ୍ ୬୭ଟି ବିଧାନସଭା ସିଟ୍ ଜିତି ବିଜୟ ହାସଲ କରିଥିଲା । ଦିଲ୍ଲୀରେ ୭୦ଟି…

ଫେବୃଆରୀ ୧୪ ଯାଏଁ ଓଡିଶାରେ ଶୀତ ଲହରୀ ଜାରି

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଆସନ୍ତା ଫେବୃଆରୀ ୧୪ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ସକାଳ ବୁଲେଟିନ୍ ଅନୁଯାୟୀ, ରାଜ୍ୟର କିଛି ସ୍ଥାନରେ ପାରଦ ୧୦ ଡିଗ୍ରି…

କିଛି ସମୟ ପରେ ଗଡିବ କେଜ୍ରିୱାଲଙ୍କ ‘ବିଜୟ ରଥ’ !

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ରୋଚକ ହେବାକୁ ଯାଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇସାରିଛି । ଆଉ କିଛି ସମୟ ପରେ ଫଳାଫଳ ସ୍ପଷ୍ଟ ରୂପେ ଜଣାପଡିଯିବ । ବର୍ତ୍ତମାନ ଆମ ଆଦମୀ ପାର୍ଟି ୫୦ଟି ସିଟରେ ଆଗୁଆ ଥିବାବେଳେ ବିଜେପି ୨୧ଟି ସିଟରେ ଦ୍ୱିତୀୟ ସ୍ଥାନରେ ଅଛି ।…

ପ୍ରେମ ସପ୍ତାହ: କେଉଁଭଳି ପୁଅ ହୋଇପାରନ୍ତି ଆଦର୍ଶ ପ୍ରେମିକ, ଜାଣନ୍ତୁ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ପ୍ରେମୀ ଯୁଗଳ ଭିନ୍ନ ଭିନ ଉପାୟରେ ନିଜ ପାର୍ଟନରଙ୍କ ସାମ୍ନାରେ ନିଜ ପ୍ରେମକୁ ପ୍ରକାଶ କରୁଛନ୍ତି । ତେବେ ଆଜିର ସମୟରେ ଯୁବକ ଯୁବତୀ ନିଜ ପାଇଁ କ'ଣ ଠିକ କ'ଣ ଭୁଲ ନବୁଝି ନ ବିଚାରି ଅନ୍ଧ ଭାବେ ପ୍ରେମରେ ପଡି ଯାଉଛନ୍ତି । ଆଜିର ଏହି ଧୋକେବାଜ…

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ: କେଜ୍ରିୱାଲଙ୍କ ବେଶରେ କୁନି ସମର୍ଥକ

ନୂଆଦିଲ୍ଲୀ:ଦିଲ୍ଲୀରେ ୭୦ଟି ବିଧାନସଭା ସିଟ ପାଇଁ ଆରମ୍ଭ ହୋଇସାରିଛି ଭୋଟ ଗଣତି । କିଏ ବାଜି ମାରିବ ସେନେଇ ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ଦିଲ୍ଲୀ ଓ ଦିଲ୍ଲୀ ବାହାରେ ଆପ୍ ସମର୍ଥକ ଫଳାଫଳକୁ ନେଇ ବହୁତ ଉତ୍ସାହିତ ଓ ଆଶାବାଦୀ ଅଛନ୍ତି । ଦିଲ୍ଲୀର ଆମ ଆଦମୀ ପାର୍ଟି ଅଫିସ ନୀଳ ଓ…

ଦୁଇ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ୱାସିଂଟନ୍‌: ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ରାଷ୍ଟ୍ରପତି ଭବନ ଦ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । https://twitter.com/WhiteHouse/status/1226975511315976199?s=08 ଏହି…

ଭୋଟ ଗଣତି ଜାରି: ନୂଆଦିଲ୍ଲୀ ସିଟରେ କେଜ୍ରିୱାଲ ଆଗରେ, ବିଜେପି ପ୍ରାର୍ଥୀ ପଛୁଆ

ନୂଆଦିଲ୍ଲୀ:ଦିଲ୍ଲୀରେ ୭୦ଟି ବିଧାନସଭା ସିଟ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି । ଏବେ କିଛି ସ୍ପଷ୍ଟ ହୋଇନଥିବାବେଳେ ଦିଲ୍ଲୀରେ ଆପ୍ ସରକାର ଆଗୁଆ ଥିବା ଜଣାପଡିଛି । ତେବେ ନୂଆଦିଲ୍ଲୀ ବିଧାନସଭା ସିଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଗୁଆ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଜେପି…

ପ୍ରେମ ସପ୍ତାହର ଗୁରୁତ୍ୱପୂର୍ଣ୍ଣ ଦିନ ପ୍ରମିଜ ଡେ’…

ଭୁବନେଶ୍ୱର:ପ୍ରେମ ସପ୍ତାହର ଆଜି ପଞ୍ଚମ ଦିନ । ପ୍ରେମୀ ଯୁଗଳ ଏହାକୁ ପ୍ରମିଜ୍‌ ଡେ ଭାବେ ପାଳନ କରନ୍ତି। ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ ଓ ବିଶ୍ୱାସର ପ୍ରତିଶ୍ରୁତି ଦିଅନ୍ତି । ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ ନେଇ ଆଗକୁ ବଢ଼ିବାର ବଜ୍ର…

ଧଉଳୀ କଳିଙ୍ଗ ମହୋତ୍ସବର ଉଦ୍‍ଘାଟନୀ ସଂଧ୍ୟା: ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ୧୬ତମ ଧଉଳୀ କଳିଙ୍ଗ ମହୋତ୍ସବର ସୋମବାର ଥିଲା ଉଦ୍‍ଘାଟନୀ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର…

ଅଣାୟତ୍ତ କରୋନା: ଚୀନରେ ୧୦୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଛି ମାରାତ୍ମକ କରୋନା ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲାଣି । ସୋମବାର ଦିନ ଏହାର ପ୍ରଭାବରେ ୧୦୮ ଜଣ ପ୍ରାଣ ହରାଇଥିବା ଏହାସହିତ ସଂକ୍ରମିତଙ୍କ ସଂଖ୍ୟା ୪୨,୬୩୮ ରେ ପହଁଚିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…