Latest Odisha News

BREAKING NEWS

୪ ମାସର ଲକଡାଉନ୍ ଅବଧି ସମୟରେ ରାଜ୍ୟରେ ୪୩.୫% କମିଛି ସଡକ ଦୁର୍ଘଟଣା

ଭୁବନେଶ୍ୱର: ଏପ୍ରିଲରୁ ଜୁଲାଇ ମଧ୍ୟରେ ୪ ମାସର ଲକଡାଉନ ସମୟରେ ରାଜ୍ୟରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହାର ୪୩.୫% ହ୍ରାସ ପାଇଛି ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (STA) ବୁଧବାର ସୂଚନା ଦେଇଛି। ରାଜ୍ୟ ପରିବହନ ବିଭାଗ ତଥ୍ୟ ଅନୁଯାୟୀ, ୨୦୧୯ ରେ ଏପ୍ରିଲ୍-ଜୁଲାଇ ମଧ୍ୟରେ ୧୮୫୩ ଜଣଙ୍କର…

ନାସାର ଓସିରିସ୍‌-ରେକ୍ସ ଆଷ୍ଟରୟେଡ ବେନକୁ ଛୁଇଁଲା, ଜାପାନ ପରେ ଆମେରିକାକୁ ବଡ ସଫଳତା

ନ୍ୟୁୟର୍କ: ଆମେରିକା ସ୍ପେଶ ଏଜେନ୍ସି ବୁଧବାର ଆଉ ଏକ ସଫଳତା ହାସଲ କରିଛି । ଜାପାନର ପରେ ଦ୍ୱିତୀୟ ଦେଶ ଭାବେ ନାସାର ମହାକାଶଯାନ ଓସିରିସ୍‌-ରେକ୍ସ ମହାକାଶରେ ଆଷ୍ଟରୟେଡ ବେନୁକୁ ଛୁଇଁବାରେ ସଫଳ ହୋଇଛି । ଏଥିରୁ ନମୁନା ମଧ୍ୟ ସଂଗ୍ରହ କରିଛି ଓସିରିସ୍‌-ରେକ୍ସ । ନାସାର ଏହି ମହାକାଶଯାନ…

ମିଳିଲାନି ଜାତୀୟ ଦଳରେ ସ୍ଥାନ, ସନ୍ୟାସ ନେବେ କି ଏହି ବରିଷ୍ଠ କ୍ରିକେଟର୍ ?

ଭୁବନେଶ୍ୱର: ଅକ୍ଟୋବର ୩୦ ଠାରୁ ପାକିସ୍ତାନରେ ଆରମ୍ଭ ହେବ ଦିନିକିଆ ଓ ଟି୨୦ ସିରିଜ୍ । ରାୱଲପିଣ୍ଡିରେ ଦିନିକିଆ ଓ ଗଦ୍ଦାଫି ଷ୍ଟାଡିୟମରେ ହେବ ଟି୨୦ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ୨୨ ଜଣିଆ ଦଳ । ହେଲେ ଦଳରେ ସ୍ଥାନ ପାଇନଥିବାରୁ ଜଣେ ବରିଷ୍ଠ…

ଆସନ୍ତୁ ଜାଣିବା ବିହାର ନିର୍ବାଚନ ପ୍ରଚାର ବେଳେ ହଠାତ୍ କାହିଁକି ସାର୍ଟ ଚିରି ପକାଇଲେ କଂଗ୍ରେସ ପ୍ରାର୍ଥୀ

ସମସ୍ତୀପୁର: ବିହାର ନିର୍ବାଚନର ପ୍ରଚାର ଜୋର ଧରିବାରେ ଲାଗିଛି । ବିଭିନ୍ନ ଦଳ ମତଦାତାଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ରଣନୀତି ଆପଣାଉଛନ୍ତି । ବୁଧବାର ରୋସଡା ବିଧାନସଭା ଅଂଚଳର କଂଗ୍ରେସ ପ୍ରାର୍ଥୀ ନାଗେନ୍ଦ୍ର କୁମାର ବିକଳ ପ୍ରଚାର ବେଳେ ହଠାତ୍ ତାଙ୍କ ସାର୍ଟ ଚିରି ପ୍ରତିଜ୍ଞା…

ପୂର୍ବତନ ମୁଖ୍ୟ ଶାସନ ସଚିବ ବି. ଭେଙ୍କଟରମଣଙ୍କ ଦେହାନ୍ତ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟ ଶାସନ ସଚିବ ବି ଭେଙ୍କଟରମଣଙ୍କ ପରଲୋକ । ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ୧୯୫୦ ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀ ଭେଙ୍କଟରମଣ ୧୯୮୦ ମସିହା ଫେବ୍ରୁଆରୀ ୨୯ ରୁ ମାର୍ଚ୍ଚ ୨୯…

ଏବେ ପନିପରିବା ପଚିବାକୁ ନାହିଁ ଡର, ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କୁ ମିଳୁଛି ‘ସବଜି କୁଲର’

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ସବଜି କୁଲର’ ବା ‘ଜିରୋ କୁଲିଙ୍ଗ ଚାମ୍ବର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ବିଶେଷ ପରିବର୍ତ୍ତନ ଆଣି ପାରିଛି। ପ୍ରଶାସନ ସହଯୋଗରେ ଚାଷୀମାନେ ନିଜ…

ଟସ୍ ଜିଣି କୋଲକାତା ନାଇଟ୍ ରାଇଡର୍ସର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି: ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୩୯ତମ  ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ପଏଣ୍ଟ ଟେବୁଲରେ ୩ୟ ସ୍ଥାନରେ ଥିବା ବାଙ୍ଗାଲୋର…

ହାତୀ ସହ ସାଥୀ ହେବେ ରାଣା ଡଗୁବତୀ, ରିିଲିଜ୍ ଅପେକ୍ଷାରେ ଫିଲ୍ମ !

ତେଲେଙ୍ଗାନା: ବେଶ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ବାହୁବଲି ଫେମ୍ ଅଭିନେତା ରାଣା ଡଗୁବତୀଙ୍କୁ ହୋଇଛି ଦୁଃସାଧ୍ୟ ରୋଗ । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଏପରିକି ସେ ରୁଗ୍‌ଣ ଦେଖାଯାଉଥିବା ଓ ତାଙ୍କ ଶରୀରର ଓଜନ କମୁଥିବା ଖବର ମଧ୍ୟ ଭାଇରାଲ୍ ହୋଇଥିଲା । ଶେଷରେ…

ପାକିସ୍ତାନ ଭିଜା ପାଇଁ ଆଫଗାନିସ୍ତାନରେ ଦଳଚକଟା, ୧୫ ମୃତ

ନାଙ୍ଗରହାର: ଆଫଗାନିସ୍ତାନର ନାଙ୍ଗରହାର ଅଂଚଳରେ ପାକିସ୍ତାନ ଯିବା ପାଇଁ ଭିଜା ପ୍ରଦାନ କରାଯାଉଥିଲା । ଏଥିପାଇଁ ଏକ ଷ୍ଟାଡିୟମର ଆୟୋଜନ କରାଯାଇଥିଲା ସୁଦ୍ଧା ଏତେ ମାତ୍ରାରେ ଭୀଡ ହୋଇଥିଲା ଯେ, ଦଳଚକଟାରେ ୧୫ ଲୋକ ମୃତ୍ୟୁବରଣ କରିଛନ୍ତି । ଗଭର୍ଣ୍ଣର ଅତାଉଲ୍ଲାହ ଖୋୟାଗନୀ ଏହି ଦୁଃଖଦ ଘଟଣା…

[ଭିଡିଓ] ମୋବାଇଲରେ କଏଦ ଖୁଲମ୍‌ଖୋଲା ଲୁଟ୍ ମାମଲା !

କର୍ନାଟକ: ଦିନ ଦ୍ୱିପହରେ ଛୁରୀ ଦେଖାଇ ଲୁଟ୍ । ଲୁଟ୍ ସମୟରେ ରାସ୍ତା ଶୁନଶାନ୍ ନଥିଲା । ସାଧାରଣ ଦିନ ପରି ସାଧାରଣ ଲୋକେ ଯିବାଆସିବା ବି କରୁଥିଲେ । ହେଲେ କେହି ଜଣେ ଏପରି ଘଟଣାକୁ ରୋକିବା ଲାଗି ସାହାସ ଜୁଟାଇ ପାରିନଥିଲେ । ଏହି ଭିଡିଓରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଜଣେ ବ୍ୟକ୍ତିଙ୍କୁ…