ସଂକ୍ରମଣ ଭୟରେ ଚିକିତ୍ସା କଲାନି ଡାକ୍ତର: ହିନ୍ଦୁ ମୃତକଙ୍କ ଶବ ଉଠାଇଲେ ମୁସଲମାନ ପଡୋଶୀ
କୋଲକାତା: ମହାମାରୀର ଏହି ସଙ୍କଟ ସଂୟରେ କେଉଁଠି ମାନବିକତା ହାରି ଯିବାର ଦେଖାଯାଉଛି ତ ଆଉ କେଉଁଠି ମାନବିକତାର ଉଦାହରଣ ଦେଖିବାକି ମିଳୁଛି ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗରେ । ସାଂପ୍ରଦାୟିକ ଭାବନାରୁ ଉର୍ଧ୍ବକୁ ଉଠି ଜଣେ ହିନ୍ଦୁ ପଡ଼ୋଶୀର ଅନ୍ତିମ ସଂସ୍କାର…