Latest Odisha News

BREAKING NEWS

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ୧୩ ଯାଏଁ ଲଗାଣ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୦ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବ। ଏହି ଦୁଇ ଦିନ ପା‌ଇଁ ପାଣିପାଗ ବିଭାଗ…

ବରିଷ୍ଠ କଂଗ୍ରେସ ନେତା ଅଶୋକ ବରିହାଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର: ସମ୍ବଲପୁରର ବରିଷ୍ଠ କଂଗ୍ରେସ ନେତା ଅଶୋକ ବରିହାଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। । ସ୍ୱର୍ଗତ ବରିହାଙ୍କ ତିନି ପିଢ଼ି କଂଗ୍ରେସ ଦଳ ସହିତ ଜଡିତ ରହି କଂଗ୍ରେସ ଦଳକୁ ମଜବୁତ କରିବାରେ ସହାୟକ ହୋଇଥିଲେ । ସେ ଜଣେ ମିଷ୍ଟଭାସୀ,…

ଅଗଷ୍ଟ କ୍ରାନ୍ତି ଦିବସ: ସ୍ୱାଧୀନତାର ଶେଷ ଲଢେଇ ପାଇଁ ଗାନ୍ଧିଜୀଙ୍କ ଶଙ୍ଖନାଦ

ଭୁବନେଶ୍ୱର: ଅଗଷ୍ଟ ମାସକୁ ଭାରତ ଇତିହାସରେ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ ବୋଲି କୁହାଯାଏ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠୁ ଏହି ଦିନକୁ  ସାରାଦେଶରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ଭାରତକୁ ସ୍ୱାଧୀନତା ପ୍ରଦାନ…

ରେଖାପଞ୍ଚମୀରେ ବାଘ ପାଇଁ ପିଠା ବଢ଼ା ପ୍ରଥା

ଓଡିଶାର ଗ୍ରାମ୍ୟ ପର୍ବପର୍ବାଣୀ, ପରମ୍ପରାକୁ ନେଇ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱତନ୍ତ୍ର ଆଲେଖ୍ୟ ପିଲାବେଳୁ ରେଖାପଞ୍ଚମୀ ପାଳନ ସବୁବେଳେ ଥିଲା ଏକ ଅଲଗା ଉତ୍ସାହ ଓ ଅନୁଭୂତି । ଏଇ ପର୍ବକୁ ନେଇ ବିଶେଷ ପ୍ରସ୍ତୁତି ଆଉ ଶେଷରେ ବାଡିପଟେ କବାଟ ବାହାରେ ବାଘ ଉଦ୍ଦେଶ୍ୟରେ କଦଳୀ ପତ୍ରରେ…

ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କରୋନା ପଜିଟିଭ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇ ଗୁରୁଗ୍ରାମର ମେଦାନ୍ତ…

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ବଲିଉଡ ଅଭିନେତା ସଂଜୟ ଦତ୍ତ ଆଜି ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଛି । ତାଙ୍କୁ ପ୍ରଥମେ ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା…

ଏଥର ଧୁମଧାମରେ ପାଳନ ହେବନି ଗଣେଶ ପୂଜା

କଟକ: ଏଥର କଟକରେ ଫିକା ପଡିବ ଗଣେଶ ପୂଜା । କରୋନା ମହାମାରୀ ଯୋଗୁଁ ଧୁମଧାମରେ ପାଳନ ହେବନି ଅଗ୍ରପୂଜ୍ୟଙ୍କ ପୂଜା । କେବଳ ନିରାଡମ୍ବର ଭାବେ ପୂଜା ପାଇବେ ବିଘ୍ନହର୍ତା ବିଘ୍ନେଶ । ଯେଉଁମାନେ ଚାହିଁବେ ଘରେ ଗଣେଶ ପୂଜା କରିପାରିବେ । କେବଳ ସେତିକି ନୁହେଁ ସର୍ବସାଧାରଣ ସ୍ଥାନରେ ମଧ୍ୟ ଗଣେଶ…

ଭିମ୍‌ସାରରେ ବଢ଼ୁଛି ସଂକ୍ରମଣ, ଆଉ ୭ ଡାକ୍ତରଙ୍କ ସମେତ ୯ କରୋନା ଯୋଦ୍ଧା କୋଭିଡ ପଜିଟିଭ

ବୁର୍ଲା: ବୁର୍ଲା ଭିମସାର୍‌ରୁ ପୁଣି ୭ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡାକ୍ତରଖାନାର ୭ ଡାକ୍ତରଙ୍କ ସମେତ ୯ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କେବଳ ଏଚ୍‌ଡିୟୁ ଲିଙ୍କରେ ଆକ୍ରାନ୍ତ କର୍ମଚାରୀଙ୍କ ସଂଖ୍ୟା ୨୮ ହୋଇଥିବା ଭିମ୍‌ସାର ନିର୍ଦେଶକ ପ୍ରଫେସର ଲଲିତ…

‘ତେଜରାତି ଓ ପରିବା ଦୋକାନୀଙ୍କ ହେବ କୋଭିଡ ଟେଷ୍ଟ’

ନୂଆଦିଲ୍ଲୀ: ଏଣିକି ପରିବା ଓ ତେଜରାତି ଦୋକାନୀଙ୍କ ହେବ କୋଭିଡ ଟେଷ୍ଟି । କେବଳ ଏ ଦୁଇ ଦୋକାନୀଙ୍କ ନୁହେଁ ଫଳ ଦୋକାନୀଙ୍‌କ ସମେତ ଅନ୍ୟ ସୋକନୀଙ୍କ ମଧ୍ୟ କରୋନା ପରୀକ୍ଷା ହେବ । ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ପ୍ରତିଦିନ ଅନେକ…

ବ୍ରିଟିଶ ଗବେଷକଙ୍କ ମତରେ ଅଧିକ ଚାଉଳ ସେବନ ମୃତ୍ୟୁର କାରଣ ହୋଇପାରେ

ନୂଆଦିଲ୍ଲୀ: ଅଧିକ ଚାଉଳ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ବ୍ରିଟିଶ ଗବେଷକମାନେ କହିଛନ୍ତି । ଚାଉଳରେ ଥିବା ଆର୍ସେନିକ୍ ମୃତ୍ୟୁର କାରଣ ସାଜିପାରେ ବୋଲି ସେମାନେ ସତର୍କ କରାଇଛନ୍ତି । ବ୍ରିଟେନର ମାଂଚେଷ୍ଟର ଓ ସଲଫର୍ଡ ୟୁନିଭରସିଟି ପକ୍ଷରୁ ମିଳିତ ଭାବେ ଏ ନେଇ ଗବେଷଣା…