୭୦ଟି ଆସନରୁ ଆପ୍ ୫୩, ବିଜେପି ୧୬, କଂଗ୍ରେସ ୧ଟି ସିଟରେ ଆଗୁଆ
ନୂଆଦିଲ୍ଲୀ: ଫେବୃଆରୀ ୮ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୭୦ଟି ବିଧାନସଭା ଆସନ ଲାଗି ମଙ୍ଗଳବାର ସକାଳୁ ଚାଲିଛି ଭୋଟ ଗଣନା । ଏପର୍ଯ୍ୟନ୍ତ ଚାଲିଥିବା ଭୋଟ ଗଣନାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ ଦଳ ଅଗ୍ରଣୀ ଲାଭ କରି ଚାଲିଛି ।
ସକାଳ ୮ଟା ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ…