ପାକିସ୍ତାନକୁ ଝଟକା ଦେଲା ସାଉଦି ଆରବ, ବାକିରେ ତେଲ ବନ୍ଦ
କାବୁଲ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହି ଅବସରରେ ଶନିବାର ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ସାଉଦି ଆରବ । ପାକିସ୍ତାନ ଉଧାରରେ ତେଲ (କ୍ର୍ୟୁଡ ଅଏଲ) ନେବା ପାଇଁ ସାଉଦି ଆରବ ସହ ୩ ବର୍ଷୀୟା ଚୁକ୍ତି କରିଥିଲା । ମାତ୍ର ସମୟ ପୂର୍ବରୁ ଏହି ଚୁକ୍ତି ବାତିଲ…