Latest Odisha News

BREAKING NEWS

ଶାହିନ ବାଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି; ରାସ୍ତା ଅବରୋଧ କରିପାରିବେନି ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଂଜିକରଣ(ଏନସିଆର) ବିରୁଦ୍ଧରେ ଗତ ୨ମାସ ହେଲାଣି ଶାହିନ ବାଗରେ ପ୍ରଦର୍ଶନ ଜାରି ରହିଛି । ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଆନ୍ଦୋଳନକାରୀଙ୍କୁ ହଟାଇବା ଆଦେଶ ଦେବାକୁ ମନା କରିଛନ୍ତି । କିନ୍ତୁ ଅଧିକ…

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ନିଲାମ ହେବ ଗୋରୁମହିଷାଣି ଲୁହାପଥର ଖଣି

ନୂଆଦିଲ୍ଲୀ: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଗୋରୁମହିଷାଣି ଲୁହାପଥର ଖଣି ସୋମବାର ଦିନ ନିଲାମ ହେବାକୁ ଦିନ ଧାର୍ଯ୍ୟ ହୋଇଛି । ଓଡ଼ିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୁହାପଥର ଖଣି ନିଲାମ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ପ୍ରାୟ ୧୧ଟି କମ୍ପାନୀ ପ୍ରସ୍ତୁତ ଅଛନ୍ତି । ମୟୂରଭଞ୍ଜର ଗୋରୁମହିଷାଣି…

ବ୍ରହ୍ମପୁର ବସ୍ ଦୁର୍ଘଟଣା ପ୍ରସଙ୍ଗ: ୪ ଯନ୍ତ୍ରୀ ସସ୍‌ପେଣ୍ଡ

ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ ୧୧ କେଭି ତାର ଲାଗି ୧୦ଜଣ ମୃତ୍ୟୁ ଘଟଣାର ଦିନକ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ୪ଜଣ ଇଂଜିନିୟରଙ୍କୁ ସସ୍‌ପେଣ୍ଡ କରାଯାଇଛି । ବ୍ରହ୍ମପୁର ଇଲେକ୍‌ଟ୍ରିକାଲ ଡିଭିଜନର ଜେଇ, ସହକାରୀ ଯନ୍ତ୍ରୀ, ସାଉଥକୋ ଜେଇ…

ଧରାପଡ଼ିଲା ବଙ୍ଗୀୟ ମହିଳାଙ୍କ ଗଞ୍ଜେଇ ବେପାର; ୧୦୫ କ୍ୱିଣ୍ଟାଲ୍ ନିଶାଦ୍ରବ୍ୟ ଜବତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ହୋଇ ପ୍ରାୟ ୧୦୫ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । ଏହି ନିଶା ଚୋରା ଚାଲାଣ କାରବାରରେ ଅନେକ ବଙ୍ଗୀୟ ମହିଳା ସଂପୃକ୍ତ ରହିଥିବାର ପୋଲିସ ସୂତ୍ରରୁ ସୂଚନା ମିଳିଛି ।…

ମ୍ୟାଚ ପରେ ବାଂଲାଦେଶ-ଭାରତ ଖେଳାଳିଙ୍କ ମଧ୍ୟରେ ମାରପିଟ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ମ୍ୟାଚ ପରେ ବାଂଲାଦେଶ ଖେଳାଳି ଅତ୍ୟଧିକ ଖୁସିରେ ଭାରତୀୟ ଖେଳାଳିଙ୍କୁ ଥଟ୍ଟା କରିଥିଲେ । ଜଣେ ଭାରତୀୟ ଖେଳାଳି ଏହା ସହ୍ୟ କରି ନ ପାରି ବିପକ୍ଷ ଦଳର ଖେଳାଳିଙ୍କୁ ଧକ୍କା…

ସୁନ୍ଦରଗଡରେ ବାର୍ଡଫ୍ଲୁ ଭୟ !

ସୁନ୍ଦରଗଡ: ରାଜ୍ୟର କିଛି ସ୍ଥାନରେ ବାର୍ଡ ଫ୍ଲୁ ଦେଖାଦେଇଥିବା ବେଳେ ସୋମବାର ଦିନ କୋଇଡା ଅଞ୍ଚଳରେ ପକ୍ଷୀଗୁଡିକର ମୃତଦେହ ପଡିଥିବା ଦେଖି ସାଧାରଣରେ ଆତଙ୍କ ଖେଳିଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, କୋଇଡା ଥାନା ଓ ନ୍ୟୁ ଗାର୍ଡେନ କଲୋନୀ ନିକଟରେ କିଛି କାଉ ମରି ପଡିଥିବା ଦେଖିବାକୁ…

ବ୍ରହ୍ମପୁର ବସ୍ ଦୁର୍ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଦୋଷ ଲଦିଲା ସାଉଥ୍‌କୋ

ଭୁବନେଶ୍ୱର: ବ୍ରହ୍ମପୁର ବସ୍ ଦୁର୍ଘଟଣା ନେଇ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଶକ୍ତି ବିଭାଗକୁ ରିପୋର୍ଟ ଦେଇଛି ସାଉଥକୋ । ଏହାପରେ ଆରମ୍ଭ ହୋଇଛି ଦୋଷ ଲଦାଲଦି ଅଭିଯାନ । ଦୁର୍ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି ସାଉଥକୋ । ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ପାଇଁ ହିଁ…

ଗଜରା ସହ ନିଜ କେଶକୁ ଦିଅନ୍ତୁ ଏହିଭଳି ଷ୍ଟାଇଲିସ ଲୁକ…

ଭୁବନେଶ୍ୱର: ବାହାଘର ହେଉ କି କୌଣସି ପରାପର୍ବାଣୀ ସବୁଥିରେ ଗଜରାର ରହିଛି ଢେର ଚାହିଦା । ପୂର୍ବରୁ ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ବର୍ତ୍ତମାନ ଏହାସବୁ ବର୍ଗର ମହିଳାଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଛି । ନାରୀଙ୍କ ୧୬ ଶୃଙ୍ଗାର ମଧ୍ୟରେ ଗଜରା ଅନ୍ୟତମ ।…

ବିଲ୍ ଗେଟ୍ସ କିଣିଲେ ୪୬୦୦ କୋଟି ଟଙ୍କାର ଉଦଯାନ ଚାଳିତ ବୋଟ୍‌

ନ୍ୟୁୟର୍କ: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ବିଲ ଗେଟ୍ସ ୪୬୧୨ କୋଟି ଟଙ୍କାର ଏକ ଉଦଯାନ ଚାଳିତ ବୋଟ କ୍ରୟ କରିଛନ୍ତି । ୩୭୦ ଫୁଟ ଲମ୍ବା ପରିବେଶକୁ ସୁହାଉଥିବା ଏହି ସୁପର ଲଗଜରୀ ବୋଟଟି ତରଳ ଉଦଯାନରେ ଚାଲିବ । ପୂର୍ବରୁ ସେ ଭଡା ସୂତ୍ରରେ ଦାମିକିଆ ବୋଟ ନେଇ ଛୁଟି ମନାଉଥିଲେ । ଏବେ ସେ…

ଛତିଶଗଡରେ ଏନକାଉଣ୍ଟର; ଜଣେ ମାଓବାଦୀ ମୃତ, ୪ ଯବାନ ଆହତ

ବିଜାପୁର: ଛତିଶଗଡର ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ଜଙ୍ଗଲରେ ସୋମବାର ଦିନ ସିଆରପିଏଫ୍ ଯବାନଙ୍କ ସହ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିପାତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କିଛି ମାଓବାଦୀ…