Latest Odisha News

BREAKING NEWS

ଶପଥ ନେଲେ CAG ଗିରୀଶ ମୁର୍ମୁ

ନୂଆଦିଲ୍ଲୀ: ଭାରତର ନୂଆ ସିଏଜି ଭାବରେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଆଇଏଏସ୍ ଗିରୀଶ ମୁର୍ମୁ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ସୀମିତ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରକ୍ଷା କରି…

ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନଏସିରେ ସପ୍ତାହିକ ସଟଡାଉନ୍

ମାଲକାନଗିରି: କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଗଷ୍ଟ ୩୧ ଯାଏଁ ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନଏସିରେ ସପ୍ତାହନ୍ତ ସଟଡାଉନ୍ ବଳବତ୍ତର ରହିବ । ସପ୍ତାହର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି…

ଶନିଦେବଙ୍କୁ ପ୍ରସନ୍ନ କରିବ ଏହିସବୁ ଉପାୟ !

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନକୁ ଶନି ଦେବଙ୍କ ଲାଗି ସମର୍ପିତ କରାଯାଇଛି । ଶନିଦେବଙ୍କୁ ନ୍ୟାୟର ଦେବତା ଭାବେ ବିବେଚନା କରାଯାଇଥାଏ । ଶାସ୍ତ୍ରମତେ ମନୁଷ୍ୟର କର୍ମ ଅନୁସାରେ ଶନି ଦେବ ତାକୁ କର୍ମଫଳ ଦିଅନ୍ତି । ତେବେ ଜାଣନ୍ତୁ, ଶନିଙ୍କ କୃପା ପ୍ରାପ୍ତି ପାଇଁ…

ଖୋଲିଲା ହୀରାକୁଦର ଆଉ ୧ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଶନିବାର ଦିନ ଆଉ ୧ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଏହା ମଧ୍ୟକୁ ବର୍ତ୍ତମାନ ସୁଦ୍ଧା ୮ଟି ଗେଟ୍ ଦେଇ ସେକେଣ୍ଡ ପିଛା ୧,୨୦,୭୯୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧,୪୮,୦୧୨…

ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓପିଡି ୪୮ ଘଣ୍ଟା ବନ୍ଦ

ଭଦ୍ରକ: ୪୬ ଘଣ୍ଟା ବନ୍ଦ ରହିବ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ହସ୍ପିଟାଲର ଜଣେ ଡାକ୍ତର କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଛି । ସଂପୃକ୍ତ ଡାକ୍ତରଙ୍କ ଡ୍ରାଇଭର ବି କରୋନା ସଂକ୍ରମିତ…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର୍‌; ୪୨ ହଜାରରୁ ଉର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୨୦,୮୮,୬୧୨ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧,୫୩୭ ଜଣ…

କୋଝିକୋଡ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

କୋଚି: କେରଳ କୋଝିକୋଡ ବିମାନ ଦୁର୍ଘଟଣା କେମିତି ଓ କେଉଁ ପରିସ୍ଥିତିରେ ଘଟିଲା? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଦୁଇଟି ଟିମ୍ ଗଠନ କରାଯାଇଛି । ତଦନ୍ତକାରୀ ଟିମରେ ଏୟାର ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ଓ…

ଆଜିଠୁ ଦୁଇ ଦିନ ନୂଆପଡ଼ା ଓ ଖରିଆର ରୋଡ୍ ଏନଏସି ସଟଡାଉନ୍

ନୂଆପଡ଼ା: କରୋନା ଚେନ୍ ଭାଙ୍ଗିବାକୁ ସଟଡାଉନ୍ । ଆଜିଠୁ ଦୁଇ ଦିନ ନୂଆପଡ଼ା ଓ ଖରିଆର୍ ରୋଡ୍ ଏନଏସି ସଟଡାଉନରେ ରହିବ । ଏନେଇ ଘୋଷଣା କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ । ସକାଳ ୭ଟାରୁ ଦିନ ୧୧ଟା ଯାଏଁ ସଟଡାଉନ୍ କଟକଣାକୁ କୋହଳ କରାଯିବ । ଏହି ଦୁଇ ଦିନିଆ ସଟଡାଉନ୍ ବେଳେ ସମସ୍ତ କଟକଣାକୁ…

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଘାଟ ନିକଟରେ ଆରଏସକେ ସଭାଗାରରେ ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ଣ ୪ଟାରେ କାର୍ଯ୍ୟକ୍ରମ ରହିଛି । ଏହି କେନ୍ଦ୍ରକୁ ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯିବ…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କୋରାପୁଟ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ…